ରରୁଆଁ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ:  ମୟୂରଭଞ୍ଜଜିଲ୍ଲା ରରୁଆଁ ବ୍ଲକ୍ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ଭର୍ଚୁଆଲ ମାଧ୍ୟମରେ ଆଜି ଶୁଭାରମ୍ଭ ହିଟ୍ ଯାଇଚି , ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟକ ଲୋକ ଙ୍କ ସମାଗମ ହେଇଥିଲା ଏବଂ ୫ ଟି ଯୋଜନା ର ଉନ୍ନତି କରଣ କାମ ଗଡିକ ଭର୍ଚୁଆଲ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ , ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରେମାନନ୍ଦ ବେହେରା , ଜିଲ୍ଲାପରିଷଦ ମିନତି ତିରିଆ , ବ୍ଲକ୍ ଚେୟାର ମ୍ୟାନ ଅଜିତ କୁମାର ତୀରିଆ, ସହକାରୀ ଯନ୍ତ୍ରୀ କିଶୋର କୁମାର ଦିଗାର, ଏ ପି ଓ ସସ୍ମିତା ମାଝୀ ଓ ବ୍ଲକ୍ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *