ରାଜ୍ୟରେ ନୂଆ ୫୮ ଶୀତଳ ଭଣ୍ଡାର:କୃଷି ମନ୍ତ୍ରୀ

ରାଜ୍ୟରେ ନୂଆ ୫୮ ଶୀତଳ ଭଣ୍ଡାର ହେବ କହିଲେ କୃଷିମନ୍ତ୍ରୀ
-କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀଙ୍କ ଉତ୍ତର
-ପୂର୍ବ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମନ୍ତ୍ରୀ
-ପୂର୍ବ ସରକାର ଚିଟ୍‌ଫଣ୍ଡ କମ୍ପାନୀକୁ ଶୀତଳ ଭଣ୍ଡାର ଦାୟିତ୍ବ ଦେଇଥିଲେ
-ଯେଉଁଥି ପାଇଁ ଶୀତଳ ଭଣ୍ଡାର ବୁଡ଼ିଯାଇଛି- କୃଷିମନ୍ତ୍ରୀ

Leave a Reply

Your email address will not be published. Required fields are marked *