୨୦ଟି ନୂଆ ସାଇବର ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-ପୂର୍ବରୁ କାର୍ଯ୍ୟ କରୁଥିବା ୧୪ ସାଇବର ଥାନାକୁ ସୁଦୃଢ଼ ପାଇଁ ପରାମର୍ଶ
-ରାଜ୍ୟରେ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ନିର୍ଦ୍ଦେଶ
-ସହରାଞ୍ଚଳରେ ପାଟ୍ରୋଲିଂ ଓ ଚେକିଂ କଡ଼ାକଡ଼ି ପାଇଁ ପରାମର୍ଶ
-ମାଓ ପ୍ରବଣ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ
-ବୈଠକରେ ମୁଖ୍ୟ ସଚିବ, ଡିଜିପି, ଗୃହ ବିଭାଗ ACS ପ୍ରମୁଖ ଉପସ୍ଥିତ ଥିଲେ