ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12 ଟା ସମୟରେ ଦୁଇ ଲୁଟେରା ପିକଅପ ବୋଝେଇ ନେଇ ଆସିଥିବା ଡ୍ରାଇଭର ଙ୍କୁ ନିସ୍ତୁକ ମାଡ଼ ମାରିବା ସହ lb ଲୁଟି ନେଇ ଥିଲେ pikup ଗାଡି ଏବଂ ସେଥିରେ ଥିବା କଲର ପେଣ୍ଟ 35 ଟା ବାଲ୍ଟି l ରେଙ୍ଗାଲି ରେ ଯେହେତୁ ଆଇଆଇସି ନାହାନ୍ତି ସେଥିପାଇଁ ଲୁଟେରା ମାନଙ୍କ ରାଜ ଦେଖୁବାକୁ ମିଳୁଛି l ଏବଂ ପୋଲିସ ର ପେଟ୍ରୋଲିଙ୍ଗ ଯେହେତୁ ଠିକ ସେ ହେଉନାହିଁ ସେଥିପାଇଁ ଲୁଟେରା ମାନେ ସକ୍ରିୟ ହେଉଛନ୍ତି l ରାତ୍ରି ସମୟରେ ଲୁଟେରା ମାନଙ୍କ ରାଜ ଦେଖିବାକୁ ମିଳୁଛି l କିନ୍ତୁ ପରେ ପୋଲିସ ଥାନାରେ ମାମଲା ରୁଜୁ ହେଲେ ପରେ ରେଙ୍ଗାଲି ପୋଲିସ ବହୁ ଖୋଜା ଖୋଜି କରି ତିନି ଜଣ ଲୁଟେରା ଙ୍କୁ କାବୁ କରି l ପଚରା ଉଚୁରା କରି ପରେ କୋର୍ଟ ଚାଲାଣ କରିଛି