ରୁକସାନାଙ୍କ ମୃତ୍ୟ,ସନ୍ଦେହରେ ସମ୍ବଲପୁରୀ ଗାୟକ ରୁକୁ ସୁନା

ସମ୍ବଲପୁର ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ରିଲ୍ସ ସହ ଅନେକ ଆଲବମ କରି ପଶ୍ଚିମ ଓଡିଶାରେ ଲୋକପ୍ରିୟ ହୋଇଥିଲେ ରୁକ୍ ସାନା ବାନୋ। ଏହି ଗାୟିକାଙ୍କ ଅଚାନକ ମୃତ୍ୟୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି ।ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ନିର୍ଯାତନା ଓ ସ୍ଲୋ ପୋଏଜନ ପାଇଁ ତାଙ୍କର ମୃତ ହୋଇଛି!

Leave a Reply

Your email address will not be published. Required fields are marked *