ରେଙ୍ଗାଲି ରେ,,, ରେଙ୍ଗାଲି ବ୍ଲକ ଜେଇ ଓ ବ୍ଲକ ଉପାଧ୍ୟକ୍ଷା ଙ୍କ ସ୍ଵମୀ ପିସି କରବାର ଙ୍କୁ ନେଇ ମୁହଁ ମୁହିଁ |

ରେଙ୍ଗାଲି16/11/2023; ସମ୍ବଲପୁର ରେଙ୍ଗାଲି ବ୍ଲକ ଜେଇ ଓ ବ୍ଲକ ଉପାଧ୍ୟକ୍ଷା ଙ୍କ ସ୍ଵମୀ ପିସି କରବାର କୁ ନେଇ ମୁହଁ ମୁହିଁ ଘଟଣା l ପିସି କରବାର କୁ ନେଇ ମୁହାଁ ମୁହିଁ ହୋଇଥିବା ଏହି ଘଟଣା ଏବେ ରେଙ୍ଗାଲି ରେ ଚର୍ଚ୍ଚା ର ବିଷୟ ପାଲଟିଛି l ବ୍ଲକ ଉପାଧକ୍ଷା ଙ୍କ ସ୍ୱାମୀ ଅନିଲ ବେହେରା ଏବଂ ଜେଇ ଙ୍କ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ବ୍ଲକ ଉପାଧକ୍ଷା ଙ୍କ ମାମଲା କୁ ଗ୍ରହଣ କଲେ ନାହିଁ ରେଙ୍ଗାଲି ଥାନା ଅଧିକାରି ପିସି କରବାର କୁ ଏବେ ଜେଇ ଏବଂ ବ୍ଲକ ଉପାଧକ୍ଷା ଏବଂ ତାଙ୍କ ସ୍ୱାମୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ଗଣ୍ଡ ଗୋଲ ର ରୂପ ନେଲଣି l ଠିକା କରବାର ଏବଂ ପିସି କୁ ନେଇ ବଡ଼ ଧରଣ ର ଘଟଣା ଦେଖିବାକୁ ମିଳିଛି l ଜେଇ କହୁଛନ୍ତି କାମ ବନ୍ଦ କର | ରେଙ୍ଗାଲି ରେ ବାରମ୍ବାର ପିସି କରବାର କୁ ନେଇ ଅଭିଯୋଗ ଆସୁଛନ୍ତି ଜେଇ ହେଲେ ଚୁପଚାପ ରହୁଛି ପ୍ରଶାସନ l ବ୍ଲକ ଉପାଧକ୍ଷା ଙ୍କ ସ୍ୱାମୀ ଅନିଲ ବେହେରା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମହିଳା ବ୍ଲକ ଉପାଧକ୍ଷା ଙ୍କ ମାମଲା ଏ ପର୍ଯ୍ୟନ୍ତ ରୁଜୁ କରିନି ରେଙ୍ଗାଲି ପୋଲିସ | ହେଲେ ବ୍ଲକ ଉପାଦକ୍ଷା କହୁଛନ୍ତି କି ଆଗରୁ ପିସି ନେଇଥିଲେ ଏବଂ ଏବେ ଅଧିକ ପିସି ମାଗିବାରୁ ଯୁକ୍ତି ତର୍କ ହୋଇଛି l ଅନ୍ୟ ପଟେ ଅଶାଳୀନ ଭାଷାରେ ଜେଇ ମହିଳା ବ୍ଲକ ଉପାଧକ୍ଷା ଙ୍କୁ ଗାଳି ଗୁଲଜ କରି ଥିବା ଘଟଣା କୁ ମହିଳା ବ୍ଲକ ଉପାଧକ୍ଷା ରେଙ୍ଗାଲି ଥାନାରେ ମାମଲା ରୁଜୁ କରିଥିଲେ ହେଲେ ରେଙ୍ଗାଲି ଥାନା ଅଧିକାରୀ ମାମଲା କୁ ଗ୍ରହଣ କଲେ ନାହିଁ ବୋଲି କହିଛନ୍ତି ରେଙ୍ଗାଲି ବ୍ଲକ ର ମହିଳା ବ୍ଲକ ଉପାଧକ୍ଷା l ଏବଂ ଏକ ପାଖିୟା ତଦନ୍ତ କରୁଛନ୍ତି ରେଙ୍ଗାଲି ଥାନା ଅଧିକାରୀ ବୋଲି ସେ ଅଭିଯୋଗ କରୁଛନ୍ତି ଅନ୍ୟ ପଟେ ରେଙ୍ଗାଲି ଥାନା ଅଧିକାରୀ କହିଛନ୍ତି ମାମଲା ଭିର୍ଥୀ ହୀନ ହୋଇଥିବାରୁ ମାମଲା ଗ୍ରହଣ କରୁନାହାନ୍ତି ରେଙ୍ଗାଲି ଥାନା ଅଧିକାରୀ l
ଏଠି ବଡ଼ ପ୍ରଶ୍ନ କାହିଁକି ମହିଳା ବ୍ଲକ ଉପାଧକ୍ଷା ଙ୍କ ମାମଲା କୁ ରୁଜୁ କଲେ ନାହିଁ ଥାନା ଅଧିକାରୀ?? କାହାର ଚାପ ରହିଲା କି ନା ଜାଣି ଶୁଣି ଆକପାଖିଆ ତଦନ୍ତ ଏହାର ମୁଖ୍ୟ ଉଦେଶ୍ୟ ତାହା ନିଶ୍ଚିତ ରୂପେ ବଡ଼ ପ୍ରଶ୍ନ?? 24ଘଣ୍ଟା ରୁ ଅଧିକ ବିତି ଯାଇ ଥିଲେ ହେ ବ୍ଲକ ଇପାଧକ୍ଷା ଙ୍କ ମାମଲା ଥାନାରେ ଏ ପର୍ଯ୍ୟନ୍ତ ରୁଜୁ କଲେ ନାହିଁ ଥାନା ଅଧିକାରୀ ??

Leave a Reply

Your email address will not be published. Required fields are marked *