ଫୋକସ ପ୍ଲସ(ବଡ଼ଚଣା)୨୨/୦୮/୨୦୨୨: ଛତୁ ଫୁଟିଲା ଭଳି ଖୋଲା ଯାଇଛି ହସ୍ପିଟାଲ |ପ୍ରଶାସନ କେମିତି ଦେଉଛି ଏମାନଙ୍କୁ ଅନୁମତି |କୁନି କୁନି ପିଲା ,ଗର୍ଭବତୀ ମା ଓ ବୟସ୍କ ମହିଳାମାନେ ମଧ୍ୟ ପାର ହେଉଛନ୍ତି ଡ଼ଙ୍ଗା |ଯଦି କିଛି ଦୃଘଟଣା ଘଟେ ଏଥି ପ୍ରତି ଦାଈ କିଏ ରହିବ ନା ସ୍ଥାନୀୟ ପ୍ରଶାସନ ନା ମେଡିକାଲ କର୍ତ୍ତୃ ପକ୍ଷ୍ୟ |ଇଏ କେଉଁ ଉପାନ୍ତ ଜିଲ୍ଲା ନୁହେଁ ଇଏ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ନାକ ତଳ ଜାଗା ବଡ଼ଚଣା ସାଇ ନେତ୍ର ହସ୍ପିଟାଲଟି ଖୋଲା ଯାଇଛି 16ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଚାଷ ଜମି ମଝିରେ ହୋଇଛି ବର୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ଏହି ହସ୍ପିଟାଲ ଟି ସପୂର୍ଣ ବନ୍ୟା ପାଣି ଘେରାରେ ଯୁଆଡେ ଦେଖିବ ଖାଲି ପାଣି ହିଁ ପାଣି ଆଜକୁ 2ବର୍ଷ ହେବ ଏଠି ସ୍ଥାପିତ ହୋଇଛି ଏଠାକୁ ପ୍ରାୟ ସବୁଦିନ ରୋଗୀ ମାନେ ଆସୁଛନ୍ତି କୁନି କୁନି ପିଲା ଓ ଗର୍ଭବତୀ ମହିଳା ,ଓ ବୟସ୍କ ବୃଦ୍ଧା ମହିଳା ଆସୁଛନ୍ତି ହେଲେ,ଏହି ହସ୍ପିଟାଲ ପାଖକୁ ଯିବା ପାଇଁ କିଛି ସୁବିଧା ନ ଥିବାରୁ ଲୋକେ ଡ଼ଙ୍ଗା ପାର ହୋଇ ଯିବାକୁ ପଡୁଛି ଯଦିଓ ସରକାରୀ କଚା ମାଟି ରାସ୍ତା ଟି ଅଛି ହେଲେ ବା ସେ କେଉଁ କାମକୁ ବନ୍ୟା ପାଣି ପଶି ସମ୍ପୃଣ ଜଳ ମଗ୍ନ ହୋଇଯାଇଛି ଓ ପାଣି ଘେରରେ ମେଡିକାଲଟି ଲୋକେ ହସ୍ପିଟାଲ କୁ ଯିବା ପାଇଁ ନାହିଁ ନଥିବା ଆସୁବିଧାର ସାମ୍ନା କରିବାକୁ ପଡୁଛି ପ୍ରଥମେ ତ ଆମେ କହୁଛୁ ଯେ ଏମାନଙ୍କୁ ଅନୁମତି ଦେଲା କିଏ ଯେଉଁଠିକି କୌଣସି ସୁବିଧା ଟିଏ ନାହିଁ,ଯିଏ ଯେଉଁଠି ପାରିବ ସେଇଠି ଖୋଲିଦେବେ ହସ୍ପିଟାଲ, ନା ଅଛି ରାସ୍ତା,ନା ଅଛି ସୁବିଧା ଜନକ ପରିବେଶ, ହସ୍ପିଟାଲ ବୋଲି ଜାଣି ବି ହେଉନି,ବର୍ତମାନ ଯେଉଁ ପରିସ୍ଥିତି ଉପୁଜିଛି, କୁନି କୁନି ପିଲା ଗର୍ଭବତୀ ମହିଳା, ଓ ବୃଦ୍ଧା ମହିଳା ମାନେ ବିପଦ ସଂକୁଳ ଅବସ୍ଥାରେ ଡ଼ଙ୍ଗା ପାର ହୋଇ ଯିବାକୁ ପଡୁଛି ହସ୍ପିଟାଲ ପାଖକୁ ଯଦି କିଛି ଦୃଘଟଣା ଘଟେ ଏଥିପାଇଁ କିଏ ଦାଈ ରହିବ, ନା ପ୍ରଶାସନ ନା ହସ୍ପିଟାଲ କର୍ତ୍ତୃ ପକ୍ଷ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କହିରଖୁଛୁ ଯେ କେଉଁଠି ନା କେଉଁଠି ବୃଦ୍ଧି ଯିବିଙ୍କ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି, ପାଖ ଗ୍ରାମର କିଛି ମାଛ ଧରା ଧୀବର ଭାଇ ମାନେ ମିଶି ମେଡିକାଲକୁ ଯାଇ ପାରୁନଥିବା ରୋଗୀ ମାନଙ୍କ ଆସୁବିଧା କୁ ଦେଖି ନିଜର ଡ଼ଙ୍ଗା ମାନ ଆଣି ଏଠି ମେଡିକାଲକୁ ଯିବାପାଇଁ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି, ରୋଗୀମାନେ ସେହି ଡ଼ଙ୍ଗା ରେ ହସ୍ପିଟାଲ କୁ ଯିବା ଆସିବା କରିପାରୁଛନ୍ତି, ଆମେ ଏଠି କହିରଖୁଛୁ ଯେ ଏହି ହସ୍ପିଟାଲ ଟି ହେଉଛି ଜଣକ ବ୍ୟକ୍ତିଗତ ବୋଲି ତେଣୁ ହସ୍ପିଟାଲ କର୍ତ୍ତୃ ପକ୍ଷ୍ୟ କାହିଁକି ଧ୍ୟାନ ଦେହୁନାହାନ୍ତି ରାସ୍ତାଟି ପାଇଁ ଆଗରୁ କଣ ଜାଣି ନଥିଲେ କି ଏଠି ବର୍ଷା ଓ ବନ୍ୟା ଜଳ ଜମିକି ରୁହେ ବୋଲି ଜାଣିକି ଅଜଣା କାହିଁକି ହେଲେ ଏଭଳି ଅବସ୍ଥା ଘେରରେ ଅଛି ଏହି ମେଡିକାଲଟି ,ସ୍ଥାନୀୟ ଲୋକଙ୍କ ଦାବି ଯାହା,ଯଦି ପ୍ରଶାସନ କିମ୍ବା ହସ୍ପିଟାଲ କତୃପକ୍ଷ ଯେତେ ଶୀଘ୍ର ଯିବା ଆସିବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରିଦିଅନ୍ତେ ତାହା ହେଲେ ରୋଗୀ ମାନେ ଭଲରେ ଯିବା ଆସିବା କରିପାରନ୍ତେ |
ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |