ଲାଞ୍ଜିଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୪୫୦ଅଭିଯୋଗ ପତ୍ର

ଫୋକସ ପ୍ଲସ(ବ୍ରହ୍ମପୁର)୨୩/୦୮/୨୦୨୨: ବିଜୁ ଛାତ୍ର ଜନତା ଦଳ ସଭାପତି ଜ୍ୟୋତି ରଞ୍ଜନ ସାହୁ ଏବଂ ବ୍ରହ୍ମପୁର ମହାନଗରର ଛାତ୍ର ସଭାପତି ଶୋଭନ ନାୟକ ଙ୍କୁ ସଭାପତି ଭାବରେ କାର୍ଯ୍ୟ କରିବା ପାଇଁ ପୁଣି ଥରେ ସୁଯୋଗ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୋହଦୟ, ମୋ ରାଜନୈତିକ ଗୁରୁ ତଥା ଆମ ସମସ୍ତଙ୍କର ପ୍ରିୟ ଯୁବ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା. ମାନ୍ୟବର ସାଂସଦ. ବ୍ରହ୍ମପୁର ଶ୍ରୀ ଚନ୍ଦ୍ରଶେଖର ସାହୁ ଯୁବ ଓ ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ. ରାଜ୍ୟ ବିଜୁ ଯୁବ ଜନତା ସଭାପତି ତଥା ବିଧାୟକ ଶ୍ରୀ ବ୍ୟୋମକେସ ରାୟ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବାଙ୍କୀ ବଡ଼ ଭାଇ ଦେବୀ ରଞ୍ଜନ ତ୍ରିପାଠୀ ମୋହଦୟଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ଓ ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *