ଶ୍ରୀକ୍ଷେତ୍ର ର ପାରମ୍ପରିକ ମଠ ର ସ୍ଥିତି ଓ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର

ପୁରୀ: ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଞ୍ଚ ଶରଧାବାଲି ଠାରେ ଉତ୍କଳ ବିଦ୍ଵତ ପରିଷଦ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ର ପାରମ୍ପରିକ ମଠ ର ସ୍ଥିତି ଓ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ଶ୍ରୀବିଗ୍ରହ ଙ୍କ ନିକଟରେ ପୁଷ୍ପ ଓ ଦୀପ ଅର୍ପଣ ପୂର୍ବକ ଆରମ୍ଭ ହୋଇଥିଲା | ଡଃ ନନ୍ଦିଘୋଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ |ଏହି ଆଲୋଚନା ଚକ୍ରରେ ନେବଳ ଦାସ ମଠର ମହନ୍ତ ଡ଼ଃ ରାମଚରଣ ଦାସ ଜୀ ମହାରାଜ, ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଜୀ ମହାରାଜ,ଉତ୍ତରପାର୍ଶ୍ଵ ମଠ ମହନ୍ତ ଶ୍ରୀ ନାରାୟଣ ରାମାନୁଜ ଦାସ ଜୀ ମହାରାଜ, ଅଧ୍ୟକ୍ଷ , ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ, ପୁରୀ, ଡ଼ଃ ଭାସ୍କର ମିଶ୍ର ,ବରିଷ୍ଠ ଅଧିବକ୍ତା ,କଟକ ଉଚ୍ଚ ନ୍ୟାୟାଳୟ ଶ୍ରୀ ଅଶୋକ କୁମାର ମହାପାତ୍ର ,ସମ୍ପାଦକ ,ଐତିହ୍ୟ ସଂରକ୍ଷଣ ପରିଷଦ , ପୁରୀ ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ , ଆଇନ ସହାୟତା କେନ୍ଦ୍ର , ପୁରୀର ନିର୍ଦେଶିକା
ଶ୍ରୀମତୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ !

Leave a Reply

Your email address will not be published. Required fields are marked *