ସଙ୍କଟରେ ପାକିସ୍ତାନ ର ରାଜନୀତି

ପାକିସ୍ତାନ ରାଜନୀତି ପାଇ ଆଜି ଏକ ବଡ ଦିନ ହୋଇପାରେ। ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ ଇମ୍ରାନ୍ ଖାନ ଙ୍କ ସୁପ୍ରିକୋର୍ଟ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ ଉପରେ ଆସିଥିବା ଅନାସ୍ଥା ପ୍ରସ୍ତାବ ର ସଂସଦ ରେ ଭୋଟ୍ ହେବ। ୬ ଟି ସୂତ୍ର ଏଜେଣ୍ଡା ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନା ହେବ। ଯଦି ଇମ୍ରାନ ଖାନ ନିଜର ସଂଖ୍ୟାଗିଷ୍ଠତା ହରାନ୍ତି କିମ୍ୱା ଭୋଟ ରେ ହାରାନ୍ତି ତେବେ ବିରୋଧ ଦଳର ନେତା ସରକାର ଶାସନ କରିବେ।ସାହବଜ୍ ସରିଫ ଦେଶ ରେ ପ୍ରଧାନମନ୍ତ୍ରୀ ହେବେ। ସଂସଦ ଭଙ୍ଗ କରିବା ଓ ଅନାସ୍ଥା ପ୍ରସ୍ତାବ କୁ ଖାରଜ କରାଇବାର ଷଡ଼ଯନ୍ତ୍ର ଲାଗି ତାଙ୍କ ବିରୋଧରେ ଦେଶଦ୍ରୋହି ମାମଲା ଚାଲିପରେ। ପାକିସ୍ତାନ ରେ ପ୍ରାବଧାନ ଅଛି ଯେ ଦେଶଦ୍ରୋହୀ ଙ୍କୁ ଦଣ୍ଡ କିମ୍ୱା ଜରିମାନା ହେବ। ଇମ୍ରାନ ଖାନ ସରକାର ମନ୍ତ୍ରୀ ସିଧସଳଖ ଭାବରେ ଆମେରିକା ଷଡ଼ଯନ୍ତ୍ର କରୁଛି। ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି ଜୀବନ ଶେଷ ମୁହୂର୍ତ୍ତ ରେ ବି ସେ ପାକିସ୍ତାନ ପାଇ କାମ କରିବେ। ସେ ମଧ୍ୟ କହିଛନ୍ତି ମୋ ବିରୋଧରେ ବିଦେଶୀ ଷଡଯନ୍ତ୍ର ରହିଛି।

Leave a Reply

Your email address will not be published. Required fields are marked *