ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ ବାରିକ ସଭାପତି ପଦରେ ନିର୍ବାଚିତ ହୋଇଥିବା ଦେଖାଦେଇଛି । ବିଜେଡି ଦଳର ହାତରେ ୮ଖଣ୍ଡ ଭୋଟ ଥିବାବେଳେ ଅଣବିଜେଡି ଦଳର ର ୩ ଟି ଓ ବିଜେପି ଦଳର ୪ ଟି ମେଣ୍ଟରେ ମୋଟ ୭ ଗୋଟି ଭୋଟ ରହିଥିଲା । ବିଜେଡି ଦଳର ଗୋଟିଏ ଭୋଟ କ୍ରସ ଭୋଟବଳରେ ବିଜେପି ସମର୍ଥିତ ପ୍ରାର୍ଥୀ ଗଗନ ବିହାରୀ ବାରିକ ୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବିଷ୍ନ୍ ଚନ୍ଦ୍ର ପ୍ରଧାନ ୭ ଖଣ୍ଡ ଭୋଟ୍ ପାଇ ପରାଜୟ ବରଣ କରିଥିବା ଦେଖାଦେଇଛି ।

ଆଠମଲ୍ଲିକ ରୁ କରୁଣାକର ନାୟକ ଙ୍କ ରିପୋଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *