ସରକାରୀ ଚାଉଳ କୁ ଚଳୁ କରୁଛନ୍ତି ଠିକାଦାର…..

କମଳ ମତି ପିଲାଙ୍କ ପେଟକୁ ନାତ ମାରୁଛନ୍ତି ଠିକାଦାର , ମିଳିମିଶି ଚଳୁ କରୁଛନ୍ତି ମଧ୍ୟାନ୍ନ ଚାଉଳ……

ତାଳଚେର ର ବିଭିର୍ଣ୍ଣ ସ୍କୁଲରେ ଯୋଗାଉଥିବା ପିଡିସି ଚାଉଳର ଓଜନ ରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି.ତେବେ ସରକାର ଙ୍କ ମାଧ୍ୟ୍ୟlର୍ଣ୍ଣ ଭୋଜନ ଯୋଜନା ଏଠାରେ ବାଟବଣା ପରିଲିଖିତ ହୋଇଛି. ଏପରିକି ପ୍ରତି ସ୍କୁଲ କୁ ସରକାର ଯୋଗାଉଥିବା ୫୦ କେଜି ଚାଉଳ ବସ୍ତା ଡିଲର ଯୋଗାଉଥିବା ବେଳେ ତାହା ସ୍କୁଲ କୁ ପହଂଚିଲା ବେଳକୁ.. ତାହା ୪୦ ରୁ ୪୨ କେଜି ରେ ପହଁଚୁଛି ।ସରକାର ପିଲାଙ୍କ ଉପସ୍ଥାନ ଅନୁଯାଇ ଚାଉଳ ଯୋଗାଉଥିବା ବେଳେ. ଏଭଳି ବାଟମାରଣା ଯୋଗୁଁ ପିଲାଙ୍କ ପେଟକୁ ନାତ ମାରିବା କାହିଁକି ହେଉଛି.ଏଠାରେ ସୂଚନାଯୋଗ୍ୟଯେ ଏହି ଯୋଗାଣରେ ଦୁର୍ନୀତି ଗ୍ରସ୍ତ ଠିକାଦାରୀ ଜଣକ କିପରି ୨୦ ରୁ ୨୫ ବର୍ଷ ହେଲା ଏହି ଯୋଗାଣ କାର୍ଯ୍ୟରେ ଲିପ୍ତ ରହିଛି …ତାହାର ରହସ୍ୟ କଣ ବୋଲି ସାଧାରଣରେ ଏବେ ଚର୍ଚ୍ଚା ଜୋର୍ ଧରିଛି.. ଏବଂ ଏହି ଠିକାଦାର ଜଣକ ଏତେ କାରସାଦି ଯେ ସରକାରଙ୍କ ଚାଉଳ ଅସୁଥିବା ଗୋଦାମରୁ ସିଧାସଳଖ ସ୍କୁଲରେ ପହଞ୍ଚି ନଥାଏ. ଓ ଏହାନିଜସ୍ୱ ଗୋଦାମ କୁ ଯାଇ ଆଉ ଥରେ ପ୍ୟାକେଟ କରାଯାଏ. ଏଠି ସାଧାରଣ ରେ ପ୍ରଶ୍ନ କାହା ଇଙ୍ଗିତ ରେ ସରକାରୀ ଚାଉଳ ଗୋଡ଼ାମ କୁ ଯାଏ.ଯଦି ଯାଏ ଠିକାଦାର ବାବୁ ସେଠାରେ ହେରାଫେରେ କରି ସ୍କୁଲ କୁ ଯୋଗାଇ ଥାଆନ୍ତି.ବୋଲି ଗୁରୁତର ଅଭିଯୋଗ ହେଉଛି।ଏହି ପରି ପେକ୍ଷିରେ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧିମାନେ ୯ ନଂ.ୱାର୍ଡ ର ପାଟରା ସାହି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନ ୱାର୍ଡ କେନ୍ଦ୍ରକୁ ପହଞ୍ଚି ଥିଲେ..ଓ ୱାର୍ଡ ପ୍ରତିନିଧୀ ଙ୍କ ଉପସ୍ଥିତିରେ ଯୋଗାଉଥିବା ଠିକାଦାର ଓ ସ୍କୁଲ ଦାଇତ୍ଵ ରେଥିବା ଶିକ୍ଷତ୍ରିଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପଚାରିବାରୁ ଉକ୍ଷିପ୍ତ ହୋଇ ଶିକ୍ଷତ୍ରି ଚି଼ଙ୍କି ଉଠେଲେ କାହିଁକି.ଆଉ ନିର୍ଦ୍ଧିଷ୍ଟ ସିଂହମ ଶିକ୍ଷତ୍ରି କହିଲେ ସାରା ଓଡ଼ିଶାରେ ପ୍ରତେକ ସ୍କୁଲରେ ଏମିତି ହେଉଛି.ଓ ଅନ୍ୟ ସ୍କୁଲରେ ଯାଇ ପଚାରୁନ ,କଣ ଆପଣମାନେ ଶୋଚଟ ବୋଲି ଗଣମାଧ୍ୟମ କୁ ପାଲଟା ପ୍ରଶ୍ନ ପଚାରିଥିଲେ. ତେବେ ଏଠି ସରକାରୀ ଶିକ୍ଷତ୍ରି ଜଣକ ଦୁର୍ନୀତି ହୋଉଛି ବୋଲି କହୁ କହୁ ସତକଥା ପାଟିରୁ ବାହାରି ଆସିବା ଗଣମାଧ୍ୟମକୁ ଚକିତ କରିଥିଲା। ଅନ୍ୟ ପକ୍ଷରେ ସ୍କୁଲ ର ଛାତ୍ର ଛାତ୍ରୀ ପ୍ରକୃତ ଉପସ୍ଥାପନକୁ ନଦର୍ଶାଇ ଅଧିକ ପିଲା ଆସୁଥିବା ଉପସ୍ଥାନରେ ଦର୍ଶାଯାଉଛିଯେ ଯୋଗାଣ ହେଉଥିବା ଚାଉଳ ହେରଫେର ଅଭିଯୋଗ ହେଉଛି ଯାହାକୁ ନେଇ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ପ୍ରତି ସ୍କୁଲରେ. ଉପସ୍ଥାନକୁ ଯାଇ ଯାଞ୍ଚ କରାଯାଇ ତତ୍କ୍ଷଣ ସ୍କୁଲ ପରିଦର୍ଶନ କଲେ. ପ୍ରକୃତ ସତ୍ୟତା ଜଣା ପଡ଼ିବ। ଯୋଗାଣରେ ଏତେ ମାତ୍ରାରେ ଦୁର୍ନୀତି ବଢିଯାଇଛି ଯେ.ସବୁ ଜାଣିଶୁଣି ଦୁର୍ନୀତି ରେ ସମ୍ପୃକ୍ତି ଥିବା ସରକାରୀ ବାବୁ ମାନଙ୍କ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି।ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *