ଫୋକସ ପ୍ଲସ(ବାଲେଶ୍ୱର)୧/୦୮/ ୨୦୨୨ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଠାରେ 2008ମସିହାରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ବନ୍ଦର ପାଇଁ ଶିଳାନ୍ୟାସ କରିଥିଲେ ବିପକ୍ଷବାଦୀ ଭିଟାମାଟି ସୁରକ୍ଷା କମିଟି ବନ୍ଦରକୁ ବାରେ ରମ୍ବାର ବିରୋଧ କରିଚାଲିଛନ୍ତି , ବନ୍ଦର କର୍ତୃପକ୍ଷ ଓ ରାଜ୍ୟସରକାର କୁ ଚେଲେଞ୍ଜ କରିଛି ଭିଟାମାଟି ସୁରକ୍ଷା କମିଟି ଓ ବିପକ୍ଷବାଦୀ । ଏହା ଭିତରେ 14ବର୍ଷ ବିତିଲାଣି ,ବନ୍ଦର ର କୈାଣସି କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ , ଏହାକୁ ବହୁ ସଂଗଠନ , ବଜାର କମିଟି ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ, ଆଜି ବାଲିଆପାଳ ର ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦର କାର୍ଯ୍ୟ ତ୍ୱାରନୀତ କରିବାକୁ ଦାବି କରି ବ୍ଲକ ଛକ ଠାରୁ ତହସିଲ ପର୍ଯ୍ୟନ୍ତ ରାଲି କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏଠି ପ୍ରଶ୍ନ ଉଠୁଛି ଯଦି ଏମିତି ବିବାଦ ଭିତରେ ବନ୍ଦର ହେଉ ବନ୍ଦର ନହେଉ ଛାଲିବ ତାହେଲେ ବନ୍ଦର କର୍ତୃପକ୍ଷ କଣ କରିବ l ଦେଖାଯାଉ ଆଗକୁ କଣ ହେଉଛି ବନ୍ଦର ହେବ ନାଁ ବନ୍ଦର ବନ୍ଦ ରହିବ l
ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ