ସେମିଲିଗୁଡା ରେ ତ୍ରିରଙ୍ଗା ପଦଯାତ୍ରା

ଫୋକସ ପ୍ଲସ(ସେମିଲିଗୁଡା)୧୬/୦୮/୨୦୨୨: ଅଗଷ୍ଟ ରବବାର ସେମିଳିଗୁଡା ସହର ଏକ ନୂତନ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟ ରେ 500 ମିଟର ଲମ୍ବ ର ଜାତୀୟ ପତାକା ସେମିଳିଗୁଡା ସହର ଭ୍ରମଣ କରି ଏହି କାର୍ଯ୍ୟ କ୍ରମ ଟି ସେମିଳିଗୁଡା ର ଦାମନଯୋଡି ଛକ ଠାରୁ ସକାଳ 7:30 ମିନିଟ ସମୟ ରେ ଆରମ୍ଭ ହେଲା । ଯେହେତୁ ଏହା ଆମେ ଜାତୀୟ ପତାକା କୁ ସମ୍ମାନ ହେତୁ ସେମିଳିଗୁଡା ର ସମସ୍ତ ସର୍ବ ସାଧାରଣ ଉକ୍ତ ତିରଙ୍ଗା ଯାତ୍ରା ରେ ନିଜକୁ ନିୟୋଜିତ କରି ଦେଶ ଜାତି ଓ ମାଟି କୁ ସମ୍ମାନ ଜଣାଇବା ସହ ଭାଇଚାରା କୁ ବାନ୍ଧି ରଖିବା । ଏହା କୁ ଏକ ପର୍ବ ରୂପେ ପାଳନ କରି ସେମିଳିଗୁଡା ସହର ର ନାମ କୁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ କରିବ । ଜୟ ହିନ୍ଦ୍, ଜୟ ଭାରତ, ଜୟ କୋରାପୁଟ,ଜୟ ସେମିଳିଗୁଡା ,ଜୟ ଜୱାନ, ଜୟ କିଶାନ। ବନ୍ଦେ ମାତରଂ ଭାରତ ମାତା କି ଜୟ।75 ତମ ସ୍ବାଧନତା ଦିବସ ର ଅମୃତ ମହୋତ୍ସବ 14 ଅଗଷ୍ଟ ରବବାର ସେମିଳିଗୁଡା ସହର ଏକ ନୂତନ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟ ରେ 500 ମିଟର ଲମ୍ବ ର ଜାତୀୟ ପତାକା ସେମିଳିଗୁଡା ସହର ଭ୍ରମଣ କରି ଏହି କାର୍ଯ୍ୟ କ୍ରମ ଟି ସେମିଳିଗୁଡା ର ଦାମନଯୋଡି ଛକ ଠାରୁ ସକାଳ 7:30 ମିନିଟ ସମୟ ରେ ଆରମ୍ଭ ହେଳ। ଯେହେତୁ ଏହା ଆମ ସେମିଳିଗୁଡା ର ଜାତୀୟ ପତାକା କୁ ସମ୍ମାନ ହେତୁ ସେମିଳିଗୁଡା ର ସମସ୍ତ ସର୍ବ ସାଧାରଣ ଉକ୍ତ ତିରଙ୍ଗା ଯାତ୍ରା ରେ ନିଜକୁ ନିୟୋଜିତ କରି ଦେଶ ଜାତି ଓ ମାଟି କୁ ସମ୍ମାନ ଜଣାଇବା ସହ ଭାଇଚାରା କୁ ବାନ୍ଧି ରଖିବା । ଏହା କୁ ଏକ ପର୍ବ ରୂପେ ପାଳନ କରି ସେମିଳିଗୁଡା ସହର ର ନାମ କୁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ କରିବ । ଜୟ ହିନ୍ଦ୍, ଜୟ ଭାରତ, ଜୟ କୋରାପୁଟ,ଜୟ ସେମିଳିଗୁଡା ,ଜୟ ଜୱାନ, ଜୟ କିଶାନ। ବନ୍ଦେ ମାତରଂ ଭାରତ ମାତା କି ଜୟ।

Leave a Reply

Your email address will not be published. Required fields are marked *