ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଖୁସି ଖବରଦେଲେ ମୋହନ ସରକାର

ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଖୁସି ଖବର
-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବଢ଼ିଲା
-ଗ୍ରାଚ୍ୟୁଇଟି ରାଶି ବଢ଼ାଇଲେ ରାଜ୍ୟ ସରକାର
-ଗ୍ରାଚ୍ୟୁଇଟି ରାଶି ୫ ଲକ୍ଷରୁ ୭.୫୦ ଲକ୍ଷକୁ ବୃଦ୍ଧି

Leave a Reply

Your email address will not be published. Required fields are marked *