ହାତୀ ଆକ୍ରମଣରେ ୫ବନ କର୍ମଚାରୀ ଆହତ

ଫୋକସ ପ୍ଲସ (ଡେରାବିଶ): ପୁଣି ଫେରିଲେ ଗୋଠ ଛଡା ଦୁଇଟି ଦନ୍ତା, ଦୀର୍ଘ ଦେଢ଼ ମାସ ହେବ ଏହି ହାତୀ ଦୁଇଟି ବଣାଇ ରେଞ୍ଜର ବଣାଇ ସହର,ତଳିତା, ନୂଆଡ଼ିହି, କୁରଡ଼ା, ସାତ କୁଟା, କଂସର ଘୁଷୁରା, ବେଲଡ଼ିହି ପ୍ରଭୁତି ପ୍ରାୟ 30ରୁ 40ଟି ଗ୍ରାମଅଂଚଳ କୁ ରାତିରେ ଆସି ଏ ଅଂଚଳର 100ରୁ ଉର୍ଦ୍ଧ ଘର ଭାଙ୍ଗି ଥିବା ବେଳେ ବନବିଭାଗର କର୍ମ ଚାରି ହାତୀକୁ ଘଉଡ଼ାଇ ଥିଲେ |ହାତୀ ନଯିବା ଯୋଗୁ ଆଞ୍ଚଳବାସି ଅତିଷ୍ଟ ହୋଇ ପଡି ଥିବା ବେଳେ ବନ ବିଭାଗର ଉପରିସ୍ଥ କର୍ମଚାରୀ ହାତୀକୁ ଅନ୍ୟତ୍ର ନେବାକୁ ଗ୍ରାମ ବାସି ଦାବି କରି ଆସୁଥିଲେ ମଧ୍ୟ କାହିଁକି |

ଆଉ ଦୁଇଟି ହାତୀକୁ ଟ୍ରାଙ୍କୁଲାଇଜର କରି ଅନ୍ୟତ୍ର ନେଉନାହାନ୍ତି ତା ଏବେ ପ୍ରଶ୍ନ ହୋଇ ଥିବା ବେଳେ ଗତ କାଲି ବନ କର୍ମଚାରୀ ମାନେ ହାତୀ ଘଉଡ଼ାଉ ଥିବା ବେଳେ ବନକର୍ମ ଚାରି ମାଡ ମାରିବା ସହିତ ଵେବହୂର୍ତ୍ତ ଟର୍ଚ୍ଚ କୁ ଚଢାଇ ନେଇଛନ୍ତି, ଏହା ପୂର୍ବରୁ ହାତୀ କୁ ସ୍ଥାନାନ୍ତରିତ ନେଇ DFO ଅଫିସ ମଧ୍ୟ ଘେରାଇ କରାଯାଇଛି,ଏ ନେଇ ବଣାଇ ରେଞ୍ଜର ମନୋଜ ପାତ୍ର କହିଛନ୍ତି ଆମେ ହାତୀକୁ ରାତିରେ ଘଉଡଉଛୁ କ୍ଷତି ପୂରଣ ଦିଆ ଯିବ ତ୍ରାଙ୍କୁଳାଇଜ଼ଏର ଆମ ହାତରେ ନାହିଁ ବୋଲି କହିଥିଲେ |

ବଣାଇରୁ ରପି ଡମ୍ବରୁ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *