ହୋଟେଲରେ ଚଢଉ ଦେହଜୀବୀ ସମେତ ୩ଅଟକ

ଫୋକସ ପ୍ଲସ(ଜଳେଶ୍ୱର)୪/୦୯/୨୦୨୨: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ରେ ଥିବା ସୁବର୍ଣ୍ଣରେଖା ହୋଟେଲ ରେ ଦେହ ବ୍ଯବସାୟ ଚାଲୁଥିବା ବେଳେ ପୋଲିସ ର ଅଚାନକ ଚଢଉ , ଜଣେ ଦେହଜିବୀ ଙ୍କ ସମେତ 3 ଜଣ ଅଟକ , ହୋଟେଲ୍ ରେ ଦେହ ବ୍ଯବସାୟ ଚାଲୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଆଜି ସଂଧ୍ଯା ରେ ଅଚାନକ ଚଢଉ କରିଥିଲା , ତେବେ ଏହି ହୋଟେଲ୍ ରେ ଦେହ ବ୍ଯବସାୟ ଚାଲୁଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା , ଦୁଇ ବର୍ଷ ପୂର୍ବ ରୁ ମଧ୍ଯ ଜଳେଶ୍ବର ପୋଲିସ ଚଢଉ କରି ଦେହଜିବୀ ଙ୍କ ସମେତ ଗ୍ରାହକ ଏବଂ ପୋଲିସ କର୍ମଚାରୀ ଙ୍କୁ ଗିରଫ କରିଥିଲା |

ଜଳେଶ୍ୱର ରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *