୧୮ ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ ବେଳେ ପୋଲିସ ସହ ଧଷ୍ଟା ଧସ୍ଟି |

ସୁନ୍ଦରଗଡ,କୋଇଡା17/11/2023; ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ସମ୍ମୁଖରେ ମାନ୍ୟବର ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ୧୮ ଦଫା ଦାବି ନେଇ CITU ର ବ୍ଲକ୍ ସମ୍ମୁଖ ରେ ବିକ୍ଷପ ପ୍ରତ୍ୟେକ ରାଜ୍ୟ ରେ ବାର୍ଦ୍ଧକ୍ୟ ଓ ବିଧବା ଭତା ୧୫୦୦ ସହ ରୁ ଅଧିକ ଟଙ୍କା ହୋଇଥିବା ବେଳେ ଓଡ଼ିଶା ରେ ୫୦୦ ରୁ ୭୦୦ ଟଙ୍କା ଏହାକୁ ୩୦୦୦ହାଜର କରିବା ସହିତ ଆହୁରି ଅନେକ ଦାବୀ ମାନିବା ଦରକାର୍।

Leave a Reply

Your email address will not be published. Required fields are marked *