ଖେଳ ୩୫୭ ରନ୍ ପଛରେ ବାଂଲାଦେଶ Sukanta NayakSeptember 21, 2024 ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟତୃତୀୟ ଦିନ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ଇନିଂସରେ ୧୫୮/୪ବିଜୟ ପାଇଁ ବାଂଲାଦେଶକୁ ଦରକାର ୩୫୭ ରନ୍ଭାରତ ସ୍କୋର-୩୭୬ ଓ ୨୮୭ (ପାଳି ଘୋଷଣା)ବାଂଲାଦେଶ ସ୍କୋର-୧୪୯ ଓ ୧୫୮/୪
ଭାରତରେ ଆଇପିଏଲ୍ ୨୦୨୨: ବିନା ଦର୍ଶକରେ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇପାରେ ମୁମ୍ବାଇ: ଆଇପିଏଲ୍ର ପରବର୍ତ୍ତୀ ସଂସ୍କରଣ ଭାରତରେ ହେବ। କରୋନା ସଙ୍କଟ ସଂପୂର୍ଣ୍ଣ ଦୂର ହୋଇନଥିଲେ ମଧ୍ୟ ଆଇପିଏଲ୍ ୨୦୨୨କୁ ଘରୋଇ ପରିବେଶରେ କରିବାକୁ ବିସିସିଆଇ ଏକପ୍ରକାର ନୀତିଗତ…
ଭାରତ ଖାତାରେ ଆଉ ଏକ ପଦକ ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଭାରତର ଅମନ ସେରାୱତଙ୍କୁ…
ଶେଷ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ପ୍ୟାରିସ୍ : ଆଜି ଉଦଯାପିତ ହେବ ବିଶ୍ୱ କ୍ରୀଡା ମହାକୁମ୍ଭ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ । ପ୍ୟାରିସ ରେ…