୩ ଜଣ ଯୁବକ ଉପରେ ଆଜଣା ଗାଡି ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଯୁବକ ପିନକୁନ ନାଏକ, ବୁଧୁ ମହାରଣାଙ୍କ ମୃତ୍ୟୁ ଘଟିଛି

ମର୍ମନ୍ତୁତ ସଡକ ଦୁର୍ଘଟଣା

ଚମ୍ପୁଆ ତା୯/୦୨- ରଘୁ ଆଳ ସାହି ନିକଟରେ ଘଟିଯାଇଛି ଏକ ଅଭାବନୀୟ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ରିମୁଳିଠାରୁ କୋଦଗାଡିଆ ଅଭିମୁଖେ ଏକ ବାଇକ୍ ଯୋଗେ ରାତି ୯ଟା ବେଳେ ଯାଉଥିବା ଓ ଅନ୍ୟ ଜଣଙ୍କୁ ଗୁରୁତ୍ଵ ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ତେବେ ଏମାନଙ୍କ ଘର କୋଦଗାଡିଆ ଅଞ୍ଚଳର ବୋଲି ଅନୁମାନ କରାଯାଉଛି।
ଚମ୍ପୁଆ ରୁ ଦାଶରଥି ଗିରିଙ୍କ ରିପୋର୍ଟfocus plus

Leave a Reply

Your email address will not be published. Required fields are marked *