କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମଣ୍ଡେଲ ପଞ୍ଚାୟତ ର ଭବାନୀ ଦୀପ ନାମ୍ନୀ ଜଣେ କଲେଜ ଛାତ୍ରୀ ଦିର୍ଘ ଦିନରୁ ଅସାଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମାନସିକ ଦୁଶ୍ଚିନ୍ତା ରେ କାଳ ଯାପନ କରୁଥିଲେ, ଏଭଳି ଏକ ସମ୍ବେଦନଶିଳ ପ୍ରସଙ୍ଗ କୁ ଫୋକସ ପ୍ଲୁସରେ ଖବର ପ୍ରକାଶ ପାଇ ଥିଲା l ଖବର ପ୍ରସାରଣ ପରେ ସୁଚନା ପାଇ ବଲାଙ୍ଗୀର ବିଜୁ ଜନତା ଦଳର ଜୋନାଲ ମହିଳା ସଭାନେତ୍ରୀ କଲ୍ୟାଣୀ ନାଏକ ତତ୍ପରତା ଦେଖାଇ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ପୀଡ଼ିତା କଲେଜ୍ ଛାତ୍ରୀଙ୍କୁ ରାୟପୁର ସ୍ଥିତ ରାମକୃଷ୍ଣ କର୍କଟ ଚିକିତ୍ସାଳୟ ରେ ଚିକିତ୍ସା କରୁଥିବାରୁ କଲ୍ୟାଣୀ ଦିଦୀଙ୍କୁ ନର୍ଲା ଅଞ୍ଚଳରେ ସାଧୁବାଦ୍ ଜଣାଇବା ସହ ଝିଅ ର ଆଶୁ ଆରୋଗ୍ୟ କାମନା କରିଛନ୍ତି l ଏବଂ ଝିଅକୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ରୁ କଲ୍ୟାନି ଖୁସି ବ୍ୟକ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *