ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ବିଳମ୍ବିତ ରାତିରେ ଅଧିକାରୀଙ୍କ ବଦଳି କରିଛନ୍ତି ସରକାର । ସରକାର ବଦଳିବା ପରେ ଜିଲ୍ଲାପାଳ ସ୍ତରରେ କେବେ ବଦଳି ହେବ ସେ ନେଇ ଚର୍ଚ୍ଚା ଧରିଥିଲା। ୫୫ ଦିନ ପରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି । ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି । ଏହି କ୍ରମରେ ସରକାର ୧୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ।

୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ

ବିଜୟ କୁମାର ଦାଶ-ଗଜପତି ଜିଲ୍ଲାପାଳ
ସ୍ମୃତିରଞ୍ଜନ ପ୍ରଧାନ-କେନ୍ଦ୍ରାପଡ଼ା ଜିଲ୍ଲାପାଳ
ପାରୁଲ ପଟୱାରି-ରାୟଗଡ଼ା ଜିଲ୍ଲାପାଳ
ଅମୃତ ଋତୁରାଜ-କନ୍ଧମାଳ ଜିଲ୍ଲାପାଳ
ସିଦ୍ଧେଶ୍ବର ବଳିରାମ ବୋନ୍ଦର- ସମ୍ବଲପୁର ଜିଲ୍ଲାପାଳ
ହେମକାନ୍ତ ସାଏ -ମୟୂରଭଞ୍ଜ ଜିଲ୍ଲାପାଳ

ଅନ୍ବେଷା ରେଡ୍ଡି ହେଲେ ଯାଜପୁର ଜିଲ୍ଲାପାଳ
ଆଶିଷ ଈଶ୍ବର ପାଟିଲ- ମାଲକାନଗିରି ଜିଲ୍ଲାପାଳ
ସୋମେଶ ଉପାଧ୍ୟାୟ-ଢେଙ୍କାନାଳ ଜିଲ୍ଲାପାଳ
ଶୁଭଙ୍କର ମହାପାତ୍ର-ନବରଙ୍ଗପୁର ଜିଲ୍ଲାପାଳ
ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ-କଟକ ଜିଲ୍ଲାପାଳ
ସୂର୍ଯ୍ୟବଂଶୀ ମୟୂର ବିକାଶ-ବାଲେଶ୍ବର ଜିଲ୍ଲାପାଳ
ଜେ ସୋନାଲ-ଜଗତସିଂହପୁର ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲାପାଳ-ପବନ ସଚିନ ପ୍ରକାଶ
ଅକ୍ଷୟ ସୁନିଲ ଅଗ୍ରୱାଲ-ନୟାଗଡ଼ ଜିଲ୍ଲାପାଳ
ମନୋଜ ସତ୍ୟବାନ ମହାଜନ- ସୁନ୍ଦରଗଡ଼ ଜିଲ୍ଲପାଳ
କବିନ୍ଦ୍ର ସାହୁ ହେଲେ ଦେବଗଡ଼ ଜିଲ୍ଲାପାଳ
ମଧୁସୂଦନ ଦାଶ-ଆପଡ଼ା ଜିଲ୍ଲାପାଳ
ସୁବ୍ରତ କୁମାର ପଣ୍ଡା -ବୌଦ୍ଧ ଜିଲ୍ଲାପାଳ
ଦିଲ୍ଲୀପ ରାଉତରାୟ-ଭଦ୍ରକ ଜିଲ୍ଲାପାଳ

Leave a Reply

Your email address will not be published. Required fields are marked *