ସକାଳର ଖବର…

ଖବର ଆଜିର
ତାରିଖ ୧୧/୦୮/୨୪, ରବିବାର

୧-ହାଇ ଆଲର୍ଟରେ ଓଡ଼ିଶାର ଜଳପଥ,ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜାରି।

୨-ଭୁବନେଶ୍ୱର:ବିନା ପ୍ରମାଣ ପତ୍ରରେ ରହିପାରିବେ ନାହିଁ ବାଂଲାଦେଶୀ – ଆଇନ ମନ୍ତ୍ରୀ।

୩-ପୁରୀ:ଶ୍ରୀମନ୍ଦିର ଦ୍ବାର ଫିଟା ବିଳମ୍ବ, ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କଲା ପ୍ରଶାସନ।

୪-ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଚଢ଼ାଉ, କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରୀ ପାଇଁ ନିର୍ଦେଶ।

୫-ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର।

୬-ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି ତଥା ଏହାର ମାର୍ଗଦର୍ଶିକା ଆସିବ: ଉପମୁଖ୍ୟମନ୍ତ୍ରୀ

୭-ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ।

୮-ସବୁ ନଦୀର ସ୍ଥିତି ସ୍ବାଭାବିକ-, ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି-ସର୍ବୋଚ୍ଚ ଯନ୍ତ୍ରୀ।

୯-୧୩ ତାରିଖରୁ ଉତ୍ତର ଓଡିଶାରେ ବଡ ବର୍ଷା: ସୁନ୍ଦରଗଡ , ଝାରସୁଗୁଡା ଜିଲ୍ଲାକୁ ସତର୍କ ସୂଚନା ଜାରୀ।

୧୦-ମାସେ ହେଲାଣି ଓଡିଶା କଂଗ୍ରେସର ନାହାନ୍ତି ମୁଖିଆ । ଜିଲ୍ଳା ସ୍ତରୀୟ କାର୍ଯ୍ୟାଳୟରେ ଝୁଲିଲାଣି ତାଲା।

୧୧-ପୁରୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ; ୪ ଗିରଫ।

୧୨-୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା, ଓଡ଼ିଶାରେ ୩ ବଡ଼ ପ୍ରକଳ୍ପ।

୧୩-ଜଳ କର ବାକି ରଖିଥିବା ଶିଳ୍ପାନୁଷ୍ଠାନଙ୍କୁ ମୋହନ ସରକାରଙ୍କ ଛାଟ । ତଦନ୍ତ ସହ ବକେୟା ଆଦାୟ କରିବାକୁ ନିର୍ଦ୍ଦେଶ।

୧୪-ଭାରତରେ ପ୍ରଥମ ! ଶିମିଳିପାଳରେ ଶିକାରୀଙ୍କୁ ଧରିବ AI କ୍ୟାମେରା, ଜଙ୍ଗଲରେ ଲାଗିବ ଟାୱାର।

୧୫-ସୋର:ବିଲର ହିଡ ହାଣିବା ବେଳେ ବଜ୍ରାଘାତର ଶୀକାର : ୨ ମୃତ, ଜଣେ ଆହତ।

୧୬-ଆନନ୍ଦପୁର:ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଶିକ୍ଷୟିତ୍ରୀ ଗିରଫ।

୧୭-ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ. ସୋନାଲ।

୧୮-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ, କହିଲେ- ଉତ୍ତରପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ।

୧୯-ୱାୟନାଡ ସ୍ଥିତି ଦେଖିଲେ ମୋଦୀ; ହୋଇପାରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା।

୨୦-ନୂଆଦିଲ୍ଲୀ:ଆଜି ଶେଷ ହେବ ପ୍ୟାରିସ ଅଲିମ୍ପିକସ୍। ଭାରତ ହାତରେ ଗୋଟିଏ ରୈ।ପ୍ଯ ଓ ୫ଟି କାଂସ୍ୟ ପଦକ ରହିଲା।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave a Reply

Your email address will not be published. Required fields are marked *