5T ଉଦଘାଟନ ପରେ କାର୍ଯ୍ୟରେ ଅନିୟମିତତା

ଫୋକସ ପ୍ଲସ ୧୭/୦୬/୨୨(ବିଂଝାରପୁର): ବର୍ତମାନର ଏକ ଗୁରୁତ୍ୱପୂର୍ଣ୍ଣ ଖବର 5T କାର୍ଯ୍ୟ ଉଦଘାଟନ ପରେ ଅନିୟମିତତା ଅଭିଯୋଗ ନେଇ ବିଦ୍ୟାଳୟ ଆଗରେ ବାଡ଼ ବସେଇଲେ ଗ୍ରାମର କିଛି ସଚେତନ ନାଗରିକ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବିଂଝାରପୁର ହାଇସ୍କୁଲ ର 5T କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ନେଇ ବିଦ୍ୟାଳୟ ଆଗରେ ବାଉଁଶ ରେ ବାଡ଼ ବସାଇଲେ ଅଞ୍ଚଳର କିଛି ସଚେତନ ନାଗରିକ। ଅପର ପକ୍ଷରେ ଅଭିଯୋଗ ପାଇ ବିଂଝାରପୁର ବିଡ଼ିଓ ମିନତୀ ଜଗଦେଵ ବିଦ୍ୟାଳୟ ର କାର୍ଯ୍ୟ କୁ ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *