ବିବାହ ବନ୍ଧନରେ ବାନ୍ଧିହେଲେ ଟିଭି ଅଭିନେତ୍ରୀ ମୌନୀ ରାୟ

 

 

 

ବିବାହ ବନ୍ଧନରେ ବାନ୍ଧିହେଲେ ଟିଭି ଅଭିନେତ୍ରୀ ମୌନୀ ରାୟ.. ବିଜନେସ ମ୍ୟାନ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ମୌନୀ.. ତେବେ ଉଭୟ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି.. ବିବାହ ସମୟରେ ବଙ୍ଗୀୟ ବେଶରେ ମୌନୀ ରାୟ ନଜରରେ ଆସିଥିଲେ.. ମୌନୀ ଓ ସୁରଜଙ୍କର ବାର କନ୍ୟା ବେଶକୁ ତାଙ୍କର ଫ୍ୟାନ ଫଲୁଅରସ ବେଶ ପ୍ରଶଂସା କରିଛନ୍ତି.. ତେବେ ପୂର୍ବରୁ ଆରମ୍ଭ ଦୁହିଁଙ୍କର ପ୍ରି ୱେଡ଼ିଙ୍ଗ ସେରିମନୀ ହୋଇଥିଲା ଯାହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି..

Leave a Reply

Your email address will not be published. Required fields are marked *