ଫୋକସ ପ୍ଲସ (ବ୍ୟୁରୋ ) 31.03.22 ବିଧାନସଭା ର ପ୍ରେସ ଲାଉଞ୍ଚ ଓ ଲୋକସେବା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ସରକାର କେଉଁ କଥା ଲୁଚାଇବାକୁ ଚାହୁଁଛନ୍ତି କି ଯାହା ଦ୍ୱାରା ସାମ୍ବାଦିକ ଙ୍କୁ ଛଡା ଯାଉନି ଏପରି ପ୍ରଶ୍ନ କରିଛନ୍ତି ମୋହନ ମାଝୀ l ବିଧାନସଭା ପ୍ରେସ ଲାଉଞ୍ଚ ଓ ଲୋକସଭା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ଆଜି ବିଧାନସଭାରେ ଏଇ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ l ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଙ୍କୁ ଆସିବାକୁ ଦିଆଯାଉl ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗ କୁ ପ୍ରଥମେ ଉଠାଇଥିଲେ l ଲୋକସେବା ଭବନ ଓ ବିଧାନସଭା ପ୍ରେସ ଲାଉଞ୍ଚ କୁ ସାମ୍ବାଦିକ ଙ୍କୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି l ଏହା ଗଣତନ୍ତ୍ର ପାଇଁ ବିପଦ ହେବବୋଲିନରସିଂହ କହିଛନ୍ତି l