ଅବ୍ୟବସ୍ଥା ଘେରରେ ଶ୍ରୀଶ୍ରୀ ପଞ୍ଚାନନ ମନ୍ଦିର

 

ଗଞ୍ଜାମ ଜିଲ୍ଲା ସୋରଡ଼ା ର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ପଞ୍ଚାନନ ମନ୍ଦିର ରେ ଦିନ କୁ ଦିନ ଚୋରି ବଢ଼ିବାରେ ଲାଗିଛି ଆସିଥିବା ଭକ୍ତ ମାନଙ୍କୁ ବ୍ୟବହାର ଠିକ ସେ କରାଯାଉନଥିବା ଅଭିଯୋଗ ଆଣୁଥିବା ବେଳେ ଏମାନଙ୍କ ସମାଧାନ ହୋଇ ପାରୁ ନାହିଁ କିନ୍ତୁ ମନ୍ଦିର ରେ ନଅ ଗୋଟି ସିସି କେମେରା ଲାଗିଥିଲେ ମଧ୍ୟ ଅଚଳ ହୋଇ ପଡି ରହିଥିବା ବେଳେ ଏବେ ଘଟଣା କୁ ଦୃଢ଼ ନିନ୍ଦା କରୁଛନ୍ତି ଆସୁଥିବା ଶ୍ରଦ୍ଧାଳୁ ନା ଅଛି କୌଣସି ସୁବିଧା ନା ଅଛି କୌଣସି ବ୍ୟବସ୍ଥା ବାହାରୁ ଆସୁଥିବା ମାନସିକ ଧାରୀ ମାନ ଙ୍କୁ ଉଭୟ ଲୁଟିବାରେ ଲାଗିଛନ୍ତି ମନ୍ଦିର ର କତୃପକ୍ଷ ଓ ସେବାୟତ।ଏହାସହ ମନ୍ଦିର ରେ ଦିନ କୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି ସେ ମନ୍ଦିର କାର୍ଯ୍ୟ ରେ ହଉ ଅବା ମନ୍ଦିର କୁ ଆସୁଥିବା ନୂତନ ଯୋଜନା ରେ ମଧ୍ୟ।କିନ୍ତୁ ଗତ କାଲି ର ଘଟଣା ବିଷୟରେ କିଛି ସେବାୟତ ମାନେ ଏହି ଘଟଣା ବିଷୟ ରେ ଅବଗତ କରାଇବା ପରେ ଅପବ୍ୟବହାର କରାଯାଉଛି ଚୋରି ହେଇଥିବା ବ୍ୟକ୍ତି ଏହି ବିଷୟ ରେ ସୂଚନା ଦେଲେ ମଧ୍ୟ ମନ୍ଦିର କତୃପକ୍ଷ କୁହନ୍ତି ସମସ୍ତଙ୍କ ଏହି ଭଳି ଚୋରି ହୁଏ ହେଲେ ଆମେ କଣ କରି ପାରିବୁ । ବିଜୟ କୁମାର ନାୟକ ଭଞ୍ଜନଗର ଭେଜିପୁଟ କବେରା ସାହି ଙ୍କ ତିନିଦିନ ଧରି ରୁଦ୍ରାଭିସେକ ପାଇଁ ଆସିଥିଲେ ସୋରଡ଼ା ପଞ୍ଚାନନ ମନ୍ଦିର କୁ ଗତ କାଲି ପ୍ରଥମ ଦିନ ଅଭିଷେକ ସାରି ପ୍ରସାଦ ସେବନ କରି ଫେରିବା ସମୟରେ ଏକ ବେଗ ରେ କିଛି ନୂତନ ଲୁଗା ପଟା ଯାହାର ମୂଲ୍ୟ ଦଶ ରୁ ବାର ହଜାର ଟଙ୍କା ହେବ ବୋଲି କହିଛନ୍ତି ବିଜୟ କୁମାର ନାୟକ ଏହା ସହ ଆଗରୁ ଅନେକ ଲୋକ ଙ୍କ ଚୋରି ହୋଇଥିବା ବେଳେ କୌଣସି ଲୋକ ଙ୍କ ସମାଧାନ ହୋଇ ପାରି ନାହିଁ ଦେଖାଯାଉ ଆଗକୁ କଣ କାର୍ଯ୍ୟାନୁଷ୍ଠାନ କରାଯାଉଛି ଦେଖିଯିବ

Leave a Reply

Your email address will not be published. Required fields are marked *