ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହିତ ଟାଉନ କଂଗ୍ରେସ ସଭାପତିଙ୍କ ନେପାଳଚନ୍ଦ୍ର ସାହୁ ଙ୍କ ନେତୃତ୍ଵରେ ହସ୍ପିଟାଲ ରେ ରୋଗୀ ମାନଙ୍କୁ
ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ I ହସ୍ପିଟାଲ ର ଜମି ଚିହ୍ନଟ କରି, ପୂର୍ବରୁ ଥିବା 21 ଏକର ଜମିର ଚିହ୍ନଟ କରାଯାଇ ବାଉଣ୍ଡ୍ରୀ ଦେଇ ଜମିକୁ ସୁରକ୍ଷିତ କରି ଏକ କେନ୍ଦ୍ରିୟ ଅକ୍ସିଜେନ ପ୍ଲାଣ୍ଟ କରି ପତ୍ଯେକ ରୋଗୀଙ୍କ ବେଡ ପର୍ଯନ୍ତ ପହଞ୍ଚାଇ ବାକୁ ,ଏବଂ ମଶା ଉପଦ୍ରବ ରୁ ରକ୍ଷାପାଇଁ ମଶାରୀ ଯୋଗାଇ ଦେବାପାଇଁ ଅନୁରୋଧ କରାଯାଇଥିଲା ।NTPC ଏବଂ ଜିଲ୍ଲା ହସ୍ପିଟାଲ ରେ ରୋଗୀ ମାନଙ୍କୁ ଉପଯୁକ୍ତ ସେବାଯୋଗାଇବାକୁ ଓ ଡାକ୍ତର ଅଭାବକୁ ଅବିଳମ୍ବେ ପୂରଣ ପାଇଁଦାବୀ କରିଥିଲ।ଉକ୍ତ ଆଲୋଚନାରେ ପୂର୍ବତନ ସମ୍ପାଦକ ଦେବାଶିଷ ଦାସ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବାପି ନାଏକ, ଯୁବ କଂଗ୍ରେସର ବିଧାନସଭା କ୍ଷେତ୍ର ସଭାପତି ବିଶ୍ବଜିତ ପଟନାୟକ, ରାଜା ପଟ୍ଟନାୟକ ଭାଗ ନେଇ ଥିଲେ।

 

 

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *