କଂଗ୍ରେସର ଧାରଣା ଦ୍ୱିତୀୟ ଦିନରେ , ବିଡ଼ିଓ ଓ ତାରାଙ୍କ ମଧ୍ୟରେ କଥା କଟାକଟି

 ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିଲା କଂଗ୍ରେସ ର ଧାରଣା ।
୧୬ ଦଫା ନେଇ ଚାଲିଥିଲା ଏହି ଧାରଣା ।
ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଡ଼ଃ ଲିପିକା ମାଝୀ ,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ ।
ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ଦଳ ଧାରଣା ଦେଉଥିବା ବେଳେ ବିଡ଼ିଓ ଓ ତାରାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା ।
ବିଡ଼ିଓଙ୍କୁ ଦୁର୍ନୀତିଗ୍ରସ୍ତ ଅଫିସର କହିବା ସହିତ କଥାକଟା କଟି ହେଉଥିବା ଦେଖିବାକୁ ମିଳିଥିଲା ।
ବହୁ ସମୟ ଧରି ଚାଲିଥିଲା ବିଡ଼ିଓ ଓ ତାରାଙ୍କ ମଧ୍ୟରେ ବଚସା ।
।ଏହି ସମୟରେ କଂଗ୍ରେସ କର୍ମୀମାନେ ନାନାକେ ସ୍ଲୋଗାନ ଦେଇ ବାହିନୀପତିଙ୍କୁ ଉତ୍ସାହିତ କରିଥିଲେ ।
ଲିପିକା ମାଝୀ ବି ବର୍ଷି ଥିଲେ ବିଡ଼ିଓଙ୍କ ଉପରେ ।
ଏ ଅଞ୍ଚଳର ଅନେକ ସମସ୍ୟା ନେଇ କଂଗ୍ରେସ ଦଳ ଧାରଣା ଦେଇ ସମାଧାନ କରିବାକୁ ବିଡ଼ିଓ ଙ୍କୁ କରିଥିଲେ ଅଡ଼ି ବସିଥିଲେ ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *