ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା

ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ବୋହୂ ନିର୍ଯାତନା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛି ଅଭିଯୋଗ ଆଣଛନ୍ତି ବାପ ଘର ଲୋକ I ତେବେ ବଡ଼ ତୋଟା ଗ୍ରାମ ର ପ୍ରଫୁଲ୍ଲ କାଣ୍ଡି ଙ୍କ ଏକ ମାତ୍ର ସୁକନ୍ୟା ସତ୍ୟ ଭାମl କlଣ୍ଡି ବୈଦ୍ଧିକ ରିତି ରେ ୭,୭, ୨୦୨୧ତାରିଖ ରେ ବିବାହ କରିଥିଲେ ଚକ୍ର ପଡ଼ା ର ପ୍ରିତବlସବେଜ। ଙ୍କ ଏକ ମାତ୍ର ପୁଅ ଜିଜୟ ବେଜ ଙ୍କୁ ବିବାହ କରିଥିଲେ
ଡିମାଟ୍ ବାବଦ ରେ ଏକଲକ୍ଷ ଟଙ୍କା ଏବଂ ଚେନ ମୁଦି ନେଇଥିଲେ ସବୁ ଠିକ୍ ଠାକ୍ ଚଲିଥିଲl କିନ୍ତୁ ହଟାତ୍ ଝିଅ ଟି ବିଷ ପିଇଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ତାଙ୍କୁ ପୁରୀ ମୂଖ୍ୟ ଡାକ୍ତର ଖାନl ନେଇଥିଲେ ଆଉ ତାପରେ ଏମସ୍ ରୁ ସମ୍ ପକା ଯାଇଥିଲl ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି
ଏହି ପରିପେଖିରେ ତାଙ୍କ ଘର ଲୋକ
ଯୌତୁକ ନିର୍ଯାତନା ଦାବି ଆଣିଛନ୍ତି ଶଶୁର ଘର ଉପରେ ଏବଂ ସତ୍ୟ ବାଦୀ ଥାନା ରେ ଏକ ମାମଲା ରୁଜୁ ହୋଇଛି
ସତ୍ୟ ବାଦୀ ଥାନା ଅଧିକାରୀ ପୁଅ ର ମା ଅଲି ବେଜ ଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି
ତେବେ ଏହାର ସତ୍ୟା ସତ୍ୟ କଣ ରହିଛି ଅଧିକ ତଦନ୍ତ ରୁ ଜଣା ପଡ଼ିବ I

ସତ୍ୟବାଦୀ ରୁ ମନୋଜ ବାରିକ୍ ଙ୍କ ରିପୋର୍ଟ ଫୋକାସ ପ୍ଲସ ଓଡ଼ିଶା

 

Leave a Reply

Your email address will not be published. Required fields are marked *