ଶ୍ରମକାର୍ଯ୍ୟାଳୟ ରେ ଚାଲିଛି ମନମୁଖି କାମ ।

ପାରଳାଖେମୁଣ୍ଡି ଜିଲ୍ଲା ଶ୍ରମକାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ଅବହେଳା ହେତୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଜନତା ହଇରାଣ ହଇ ନିଜ ଘରକୁ ଫେରିଯାଉଛନ୍ତି। ଶ୍ରମକାର୍ଯ୍ୟାଳୟରେ ଯୋଉ ଲୋକ ମାନେ  ତାଂକ  କାମ ପାଇଁ ପଇସା ଲାଞ୍ଚ ଦେଉଛନ୍ତି ତାଙ୍କ କାମ ସୁବିଧାରେ ହେଇଯାଉଛି କିନ୍ତୁ ଯୋଉ ନିହାତି ଗରିବ ଲକଙ୍କ ପାଖରେ ଲାଞ୍ଚ ଦେବା ପାଇଁ ଗୋଟେ ପଇସା ନାହି ସେ ସାଧାରଣ ଲକଙ୍କ ପାଇଁ ଲିଂକ୍ ନାହିଁ, ଏବଂ ପାସ ୱର୍ଡ  ଦଶ ଦିନ ହେଲା ଖଲା ହେଇ ପାରୁନି ବୋଲି ଲୋକକୁ ମିଛ କହି ଖାଲି ହାତରେ ଘରକୁ ଫେରାଇ ଦେଇଛନ୍ତି ବଲି  ଲୋକ ଅଭିଯୋଗ କରୁଛନ୍ତି। ଯୋଉ ଲୋକ ମାନେ ଲାଞ୍ଚ ଦେବା ପାଇଁ ଅକ୍ଷମ ସେ ଲୋକମାନଙ୍କୁ, ସେ ସାର ପାଖକୁ ଯାଅ ତା ପାଖକୁ ଗଲେ ସେ ସରକାରୀ ବାବୁ ଅନ୍ୟ ବାବୁ ପାଖକୁ ଯାଅ ବଲି କହି ତା ପାଖକୁ ଗଲା ପରେ ଆଜି କାମ ହେବିନି ଆଉ କେବେ ଆସ ବଲି କହି ସାଧାରଣ ଲୋକଙ୍କୁ ଅଫିସ ରୁ ବାହାରକୁ ଯିବାକୁ କହୁଛନ୍ତି।

 ଜିଲ୍ଲା ଶ୍ରମକାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ଏ ପରି ବ୍ୟବହାରରେ  ସାଧାରଣ ଜନତା ମାନସିକ ନିଯ୍ୟାତନାର ଶୀକାର ହେଉଛନ୍ତି। ଯୋଉ ଲୋକ ଟି  ବାବୁଙ୍କ ଏପରୀ ବ୍ୟବହାରକୁ ବିରଧ କରଛନ୍ତି ସେମାନଂକ କାମ ହେବାରେ ଅବହେଳା ଦେଖା ଯାଉଛି। ଏଠି ସରକାରୀ ବାବୁମାନେ 5ଟି ସଚିବ ମୋ ସରକାର୍ ର ନିୟମକୁ ଜିଲ୍ଲା ଶ୍ରମକାର୍ଯ୍ୟାଳୟର  କେତେକ କାର୍ଯ୍ୟକର୍ତ୍ତା ବାବୁ ମାନେ ଅବହେଳା କରୁଛନ୍ତି।

Leave a Reply

Your email address will not be published. Required fields are marked *