ଯୁବକ ରଶି ଲଗାଇ କଲେ ଆତ୍ମହତ୍ୟା ।

ଫୋକସ ପ୍ଲସ 22/5/22(ବଡ଼ଚଣା): ବୈରି ଥାନା ଅନ୍ତର୍ଗତ ଛତିଆ ଗ୍ରାମରେ ଏହି ଆତ୍ମ ହତ୍ୟା ଘଟଣା ଘଟିଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଦୀପକ ସାହୁ, ବୟସ ୨୭ ପି- ନରେନ୍ଦ୍ର ସାହୁ ଗ୍ରାମ- ଛତିଆ ବୋଲି ଜଣାପଡିଛି। ସୂଚନା ଥାଉକି ଯୁବକ ଜଣକ ନିଜ ଘରେ ଗତ ରାତ୍ରିରେ ରଶି ଲଗାଇ ଆତ୍ମହତ୍ୟା କରିଛି,ଏହି ଖବର ପାଇ ଛତିଆ ପୋଲିସ ବିଟ ହାଉସ ଅଧିକାରୀ ଗୋବର୍ଦ୍ଧନ ନାୟକ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ବେଳେ,ଶବ ନିକଟରୁ ଏକ ମୋବାଇଲ କୁ ପୋଲିସ ଜବତ କରୀ ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି।

ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *