ବିଜେଡି ଗଡରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ

ଫୋକସ ପ୍ଲସ 28/5/22(ଜଗତସିଂହପୁର):ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଦ୍ଧା ଗ୍ରାମ ପଞ୍ଚାୟତ ନିର୍ବାଚନ ରଦୀର୍ଘ3 ମାସ ପରେ ୱାର୍ଡ ନମ୍ବର 4 ରେ ଔଡମେବର ନିର୍ବାଚନ ହୋଇସ୍ବାଧୀନ ପ୍ରାଥି ବିପୁଳ ପରିମାଣର ଭୋଟରେ ବିଜେତା ହାସଲ କରିଥିବା ୱାର୍ଡ ମେମ୍ବର ପ୍ରାର୍ଥ ଶରତ ଚନ୍ଦ୍ର ଦାସ ଭାବେ ନିର୍ବାଚିତ ହେବା ।ଏକ ଚାଞ୍ଚଲଲ୍ୟ ସୃଷ୍ଠି କରିଛିଜାହାକି ବିବଖ୍ୟ ପାଟି ଠିରୁ 83 ଖଣ୍ଡ଼ ଭୋଟ ବ୍ୟବଧାନରେ ଜିତିବା ବିଜେଡି ଗଡରେ ।ଯେଉଁଠି ବିଜେଡ଼ି ଏକ୍ସ ଚ୍ୟାରମ୍ୟାନ ଙ୍କ ଔଡ଼ ଯେଉଠି ସ୍ବାଧୀନ ପ୍ରାଥି ଗଡକୁ ହାତେଇ ନେଇଥିବା ପ୍ରାର୍ଥୀ ମାନେ ବିଜେଡି ପ୍ରାର୍ଥୀ. ଶରତ ଚନ୍ଦ୍ର ଦାସ. 83 ଖଣ୍ଡ ଭୋଟ ହାସଲ କରିଥିଲେ ଓ ବିଜେପି ପ୍ରାର୍ଥୀ. ବିଶ୍ୱଜିତ ବେହେରା 4 ଖଣ୍ଡ ଭୋଟ ହାସଲ କରିଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଦେବେନ୍ଦ୍ର ବେହେରା. 158 ଖଣ୍ଡ ଭୋଟ ପାଇ ବିପୁଳ ସଂଖ୍ୟା ରେ ବିଜୟ ଲାଭ କରିଛନ୍ତି l ଅଳସୁଦ୍ଧା ଗ୍ରାମ ପଞ୍ଚାୟତ ବିଜେଡି ର ଗଡ଼ କୁହାଯାଉଥିବା ଆଜି ସ୍ୱାଧିନ ପ୍ରାର୍ଥୀ ବିଜୟ ଲାଭ କରିଛି ସେହି ଗ୍ରାମ ପଞ୍ଚାୟତ ର ଭାଗ୍ୟ କେଉଁ ଆଡେ ଜାଉଛି ସାଧାରଣ ଜନତା କହିବେ । ଯେଉଁଠି ଶାସକ ଦଳର କଳବଳ ଲାଗିଥିବା ବେଳେ ସ୍ବାଧୀନ ପ୍ରଖଥଘ ଜୀତୀବା ଓ ସ୍ବାଧୀନ ସ ପଞ୍ଚ ମଧ୍ୟ ଜିତୀବା ବେଳେ ଏଠି ଏଥିରୁ ସ୍ପଷ୍ଟ ଜଣାପଡୁଛି କି ଏଠି ଶାସକ ଦଳକୁ ଲୋକେ ଅନ୍ୟ ଦଳକୁ କେତେ ଚାହୁଛନ୍ତି | ଜଗତସିଂହପୁର ରୁ ସଂଗ୍ରାମ ପଟ୍ଟନାୟକ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *