ସମବାୟ ଅଫିସ ଭିତରେ ହାଟଗୋଳ

ଫୋକସ ପ୍ଲସ 28/5/22(ବାସୁଦେବପୁର):ବାସୁଦେବପୁର ବ୍ଲକ ବରଣ୍ଡୁଆ ସମବାୟ ସମିତି ଚାରୋଟି ଗ୍ରାମପଞ୍ଚlୟତ ଓ ଛଅଟି ପୌରପାଳିକାର ଗାଁକୁ ନେଇ ଗଠିତ ହୋଇଛି l ଏଥିରେ ୩୧ ଜଣ ନାମଙ୍କନ ପତ୍ର ଦାଖଲ କରିଥିବା ବେଳେ l ୨୬ ତାରିଖ ରେ ସରିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା l ଯାଞ୍ଚ ପକ୍ରିୟା ଆଜି ଦିନ ୧୦ ଘଟିକା ରୁ ୨ଘଟିକା ପର୍ଯ୍ୟନ୍ତ ଥିବା ବେଳେ l ଅଧିକାରୀ ଦିନ ଦୁଇଟା ପଯ୍ୟନ୍ତ ପହଞ୍ଚି ନଥିଲେ ଏନେଇ ନାମଙ୍କପତ୍ର ଦାଖଲ କରିଥିବା ଏବଂ ସାଧାରଣ ଚାଷୀ ମାନେ ସମବାୟ ସମିତି ଭିତରେ ହଟ ଗୋଳ ଆରମ୍ଭ କରିଥିଲେ l ସମବାୟ ସମିତିର ସେକ୍ରେଟାରୀ ଙ୍କୁ କାହିଁକି ତ୍ରୁଟି ହୋଇଛି ବୋଲି ପଚାରିବାରୁ ଜାଣି ନାହାନ୍ତି ବୋଲି କହିଥିଲେ l ଦୁଇଟା ପାଞ୍ଚ ମିନିଟ ସମୟରେ ଅଧିକାରୀ ରଖିଥିଲେ ଏବଂ ଅଧିକାରୀକୁ ଜବାବ ମାଗିଥିଲେ କାହିଁକି ଏତେ ଡେରିରେ ଆସିଲେ ଏବଂ କାହା ଚାପରେ ଅଛନ୍ତି l କେତେ ଟଙ୍କା ଲାଞ୍ଚ ନେଇଛନ୍ତି ଯାଞ୍ଜ କରିବାକୁ ବିଳମ୍ବରେ କାହିଁକି ଆସିଲେ l ସାଧାରଣ ଚାଷୀ ଓ ପ୍ରାଥୀପତ୍ର ଦାଖଲ କରିଥିବା ହିତାଧିକାରୀ ପଚାରିଥିଲେ l

Leave a Reply

Your email address will not be published. Required fields are marked *