ସୋର୍ଣ୍ଣରୌପ୍ୟ ଶିଳ୍ପୀଙ୍କୁ ମାନ୍ୟତା ଦାବି

ଫୋକସ ପ୍ଲସ ୨୯ /୫/ ୨୨(ସତ୍ୟବାଦୀ):ଓଡ଼ିଶା ସୋର୍ଣ୍ଣରୌପ୍ୟ ଶିଳ୍ପୀ ମହlସଂଗ ଙ୍କୁ ମାନ୍ୟତା ଦିଆଯିବା ଦlମିରେ ଆଜି ସତ୍ୟବାଦୀ ବ୍ଲକ୍ ବଳପୁର ଏବଂ ସାରଙ୍ଗଯୋଡି ପାଖରେ ଥିବା ମହାବୀର ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ ଏବଂ ସମିତି ସଭ୍ୟ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଏବଂ। ଉପାଧ୍ୟକ୍ଷl ଶ୍ରୀମତି ନିବେଦିତା ପlତ୍ର ଓଡ଼ିଶା ସୋର୍ଣ୍ଣରୌପ୍ୟ ଶିଳ୍ପୀ ମହlସଂଗ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଧୁଆ। ଉପ ସଭାପତି ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ସାହୁ ହସ୍ତଶିଳ୍ପୀକlରୀଙ୍କର ବିକାଶ ମୂଳକ ବିଭିନ୍ନ ଯୋଜନା ବିଷୟରେ ସଚେତନତା ମlଧ୍ୟମ ରେ କାର୍ଯ୍ୟକlରି କରିବାକୁ ପ୍ରୟାସ ବିକାଶ ହସ୍ତଶିଳ୍ପ ଭାରତ ସରକାର ତଥା ରାଜ୍ୟ ସରକାରଙ୍କର ହସ୍ତ ଶିଳ୍ପୀ ମାନଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ ଯୋଜନା ର ବିଶେଷରେ ଆଲୋଚନl କରା ଯାଇଥିଲା |ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ୍ ଫୋକୁସ ପ୍ଲସ ଓଡ଼ିଶା।

Leave a Reply

Your email address will not be published. Required fields are marked *