ଜିପିଏମ୍ ଶ୍ରମିକଙ୍କ ଗଣଧାରଣା ପ୍ରତ୍ୟାହାର

ଫୋକସ ପ୍ଲସ ୩୦/୫/୨୨(ପାରାଦୀପ୍):ପାଞ୍ଚ ଦିନ ଧରି ବସିଥିବା ପାରାଦୀପ୍ ବନ୍ଦରରେ କାର୍ଯ୍ୟକରୁଥିବା ଜିପିଏମ୍ ଶ୍ରମୀକ ଗଣଧାରଣା ପତ୍ୟାହାର,  ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ ହେଲା ବନ୍ଦର ଭିତରେ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ବନ୍ଦର ପକ୍ଷରୁ ଶ୍ରମୀକ ଶ୍ରମିକକାର୍ଯ୍ୟାଳୟ ସମୁଖରେ ଗତ ୨୬ ତାରିଖରୁ ଧରଣାରେ ବସିଥିଲେ | ପାଞ୍ଚଦିନ ପ୍ରବଳ ଖରା ଉତ୍ତାପରେ ବସିଲାପରେ ବନ୍ଦର ପ୍ରଶାସନ ଓ ସ୍ଟିଭେଡରସ୍ ଆସୋସିଏସନର ଚେତାପସିଲା, ଦୁଇ ମାସ ସମୟ ମଧରେ ସମସ୍ୟାର ସମାଧାନ କରାଯିବ ବୋଲି ଲିଖତ ପ୍ରତିଶୃତି ଦେବାପରେ ଗଣଧାରଣା ପତ୍ୟାହାର କଲେ ଜିପିଏମ୍ ଶ୍ରମିକ |

ପାରାଦୀପରୁ ମନୋଜ ସାହୁଙ୍କ ରିପୋର୍ଟ ଫୋକ୍ସ ପ୍ଲସ 

Leave a Reply

Your email address will not be published. Required fields are marked *