ପ୍ରତିଶୃତି ରଖିଲେନି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ

ଫୋକସ ପ୍ଲସ ୦୮/୦୬/୨୨(କୋରାପୁଟ): ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଅପାରଗତା, ଏବଂ ପ୍ରତିଶୃତି ଉପରେ ପ୍ରତିଶୃତି କିନ୍ତୁ ପ୍ରତିଶୃତି ହେଲା ବେକାର, ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତେବେ ବିଭାଗୀୟ ଅଧିକରିଙ୍କ ଅଫିସ ହେବ ଘେରାଉ ଏପରି ମୋତେ ଦେଲେ ସରପଞ୍ଚ ଆଉ ଗ୍ରାମବାସୀ l ଏବଂ ଦିନକୁ 6 ଥର ବାରମ୍ବାର ଫୁ୍ୟୁଜ଼ ଯାଉଥିଲେ ଫି୍ୟୁଜ଼ ପକେଇବା ପାଇଁ ଆସି 300 ରୁ ଅଧିକ ନଦେଲେ ଫି୍ୟୁଜ଼ ପକେଇଦେବୁ ନାହିଁ କହନ୍ତି କେତେବେଳେ କେମିତି ବିପଦକୁ ଚାପି ନିଜେ ମଧ୍ୟ କରିଥାଉ ଏଭଳି ଅବସ୍ଥାରେ ଆମେଗ୍ରାମବାସୀ ଗ୍ରୀଷ୍ମଖରା ତାତିରେ ଅନେକ ଅସୁବିଧାରେ ରହୁଛୁ l କିଏ ଆମ ଦୁଃଖ ବୁଝିବ ତାହା ଆଗାମୀଦିନରେ ଜଣାପଡିବ l

ଗ୍ରାଉଣ୍ଡ ଜିରରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *