ସୂର୍ଯ୍ୟ ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଶିବିର

ଫୋକସ ପ୍ଲସ (କୋଣାର୍କ) ୨୧/୦୬/୨୦୨୨ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମାନେ କେହି ଯୋଗ ଦେଇ ନଥିବା ଦେଖିବାକୁ ମିଳିଛି। ବିଶେଷ କରି ଦୈନ ଦିନ ଜୀବନ ରେ ଯୋଗ ଶରୀର କୁ ସୁସ୍ଥ ରଖିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏହି ଯୋଗ ଶିବିର ସୂର୍ଯ୍ୟ ମନ୍ଦିର ପରିସର,ସୂର୍ଯ୍ୟ ମନ୍ଦିର ସମ୍ମୁଖ ଓ ଆଇଓସିଏଲ ବ୍ୟାଖାନ କେନ୍ଦ୍ର ପରିସର ଭିତରେ ଏହି ଶିବିର ଆୟୋଜିତ ହୋଇଅଛି । ବିଭିନ୍ନ ବର୍ଗର ଲୋକ,ଛାତ୍ର ଛାତ୍ରୀ ନିଜକୁ ଏହି ଶିବିରରେ ସାମିଲ କରିଥିବା ବେଳେ ପ୍ରାୟ ଅଢ଼େଇ ହଜାର ଲୋକ ଏକତ୍ର ହୋଇ ଏହି ଶିବିରରେ ଯୋଗ କରିଛନ୍ତି । ଯୋଗ କଲେ ଆମ ସରିର ପ୍ରତି ଉପକାରୀ ବୋଲି କୁହନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଅପରପକ୍ଷରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୃପାର୍ସରେ ବୁଲି ତାର କାରୁକାର୍ଯ୍ୟ ବକ୍ଷାଣିଥିଲେ ମନ୍ତ୍ରୀ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର focus plus

Leave a Reply

Your email address will not be published. Required fields are marked *