ଭାଣେଜୀ ପାଇଁ ଚାଲିଗଲା ମାମୁଁଙ୍କ ଜୀବନ

ଫୋକସ ପ୍ଲସ (ନବରଙ୍ଗପୁର) ୨୧/୦୬/୨୦୨୨ : ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଏକ ଦୁଃଖଦ ଘଟଣା ଘଟି ଯାଇଛି |ବିଦ୍ୟୁତ ଆଘାତ ଲାଗି ମାମୁଁ ଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ବର୍ଷର ଭାଣେଜୀ ଗୁରୁତ୍ୱର ହୋଇଛନ୍ତି |ସୂଚନା ମୁତାବିକ ଉମରକୋଟ କୁସୁମଗୁଡା ସ୍ଥିତ ସମସ୍ଥା ନାମକ ଏକ ବେସରକାରୀ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଆସିଥିବା ଉମରକୋଟ ମୁର୍ତ୍ତୃମାର ମହାଦେବଙ୍କ ସହ ତାଙ୍କ ୮ ବର୍ଷର ଭାଣିଜୀ ଆସିଥିଲେ | ଅଫିସ ବାଲକୋନୀ ଦେଇ 11KV ତାର କୁ ଭାଣିଜୀ ଧରିବାକୁ ଯିବା ସମୟରେ ମାମୁଁ ଭାଣିଜୀ କୁ ବନ୍ଚିଵାକୁ ଯାଉଥିବା ସମୟରେ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ |

Leave a Reply

Your email address will not be published. Required fields are marked *