ଗଭୀର କୂଅ ଭିତରେ ଭାଲୁ

ଫୋକସ ପ୍ଲସ (ସୁକିନ୍ଦା) ୦୫/୦୭/୨୦୨୨: ସୁକିନ୍ଦା ପାଖ ଜଙ୍ଗଲରୁ ଏକ ଜଙ୍ଗଲୀ ଭାଲୁ ସୋମବାର ବିଳମ୍ବିତ ରାତିରେ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ସଂସାଇଲୋ ନୂଆସାହିରେ ପଶି ବୁଲାବୁଲି କରୁଥିବା ବେଳେ ସ୍ଥାନୟ ବାସିନ୍ଦା ରାଘବ ମହନ୍ତଙ୍କ ଗଭୀର କୂଅ ମଧ୍ୟରେ ସୋମବାର ବିଳମ୍ୱିତ ରାତିରେ ଭାଲୁଟି ସେହି ବାଟ ଦେଇ ଯାଉଥିବା ସମୟରେ ନିଜର ଭାରଶ୍ୟାମ ହରାଇ ଗଭୀର କୂଅ ମଧ୍ୟରେ ପଡ଼ି ଆହତ ହୋଇଯାଇଥିବା ଦୃଶ୍ୟ ମଙ୍ଗଳବାର ସକାଳୁ ରାଘବ ମହାନ୍ତଙ୍କ ପରିବାର ଲୋକେ ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନଙ୍କୁ ସୁଚନା ଦେବା ପରେ ସୁକିନ୍ଦା ବନ ବିଭାଗ କର୍ମଚାରୀ ଓ ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲି ଆହତ ଜଙ୍ଗଲି ଭାଲୁ ଟିକୁ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରିଥିବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *