ମାଟ୍ରିକ ପରୀକ୍ଷାରେ ଟପର ଲଷ୍ମୀପ୍ରିୟା

ଫୋକସ ପ୍ଲସ (ସିମୁଳିଆ) ୦୭/୦୭/୨୦୨୨: ଗତ କାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି |ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରେ 572 ନଂ ଅର୍ଥାତ 95%ରୁ ଅଧିକ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମାର୍କୋଣା ରଘୁନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ସିଂ| ପରୀକ୍ଷାରେ ଭଲ ମାର୍କ ରଖିଥିବାରୁ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି | ତାଙ୍କ ସଫଳତା ପାଇଁ ପରିବାର ଲୋକ ଏବଂ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |ସେ ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ଲକ୍ଷ ରଖିଥିବା ଇଛା ପ୍ରକାଶ କରିଛନ୍ତି |

ସିମୁଳିଆରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *