ବର୍ଷେ ନପୂରୁଣୁ ବିଜୁଏକ୍ସପ୍ରେସ ରାସ୍ତା ଦବିଲା

ଫୋକସ ପ୍ଲସ (ନୂଆପଡ଼ା)୧୦/୦୭/୨୦୨୨: ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଯିବା ଆସିବା ପାଇଁ ବିଜୁଏକ୍ସପ୍ରେସ ରାସ୍ତା ତିଆରି କରିଥିବାବେଳେ ରାସ୍ତାତିଆରି କରିକି ଏକ ବର୍ଷ ନପୁରୁଣୁ ରାସ୍ତା ଫାଟି ଯାଇ ଖାଲ ହୋଇଗଲାଣି। ଜତଦ୍ବାରା କି ପ୍ରତିଦିନ ଦୁର୍ଘଟଣା ରେ ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସ୍ଥିତ ବୋଲଧା ନିକଟ ବିଜୁଏକ୍ସପ୍ରେସ ରାସ୍ତା। ଖଡ଼ିଆଲ ଆରଡ଼ି ବିଭାଗ ଓ ARSS ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଏଭଳିକାର୍ଯ୍ୟ ହୋଇଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୁଚନା ଦେଇଛନ୍ତି। ଓ ଆଗାମୀ କିଛିଦିନ ମଧ୍ୟରେ ରାସ୍ତା କୁ ପୁନର୍ବାର ତିଆରୀ ନ କଲେ ଭୟାବୟ ଅନୋଦଲନ ହେବ ବୋଲି ସୂଚନା ଦେଇଛନ୍ତି।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ଅଜିତ ବେହେରା ରିପୋର୍ଟ ଫୋକସ ପ୍ଲସ୍ l

Leave a Reply

Your email address will not be published. Required fields are marked *