ହରଡ ବିହନ ବଣ୍ଟନ

ଫୋକସ ପ୍ଲସ(ଲାଞ୍ଜିଗଡ) ୨୮/୦୭/ ୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡବ୍ଲକ ଅନ୍ତର୍ଗତ ବେନଗାଁ ଗ୍ରାମପଞ୍ଚାୟତ ର ପଦ୍ମଥୋପା ଗ୍ରାମରଠାରେ ଆଇକାର୍ଡ ଓ କୃଷି ବିଭାଗ ମିଳିତ ଉଦ୍ୟମରେ. ଚଳିତ ବର୍ଷର ଚାଷ ଓ ଚାଷୀକୁ ଆଖି ଆଗରେ ରଖି . ହରଡ଼ ଡାଲି ଚାଷ କରିବାପାଇଁ ଏହି ଆଦିବାସୀ ଅଦୁଷିତ ଅଞ୍ଚଳର ଲୋକ ମାନଙ୍କୁ ବେନଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ପୁରାଣା ମାଝୀ ଓ ସମିତି ସଭ୍ୟା ଯୋଶବନ୍ତି ନାଏକ ଉପସ୍ଥିତ ରହି ଆଇକାର୍ଡର ବ୍ଲକ ସଂଯୋଜକ, ବାସୁଦେବ ହରିଜନ, କୃଷି ବିଭାଗର vaw ଙ୍କ ସାହାଯ୍ୟ କରିଥିଲେ.ଆଉ ଏହି ବିହନ ବଣ୍ଟନ ରେ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ଭାବରେ ବୁଝାଇ କହିଥିଲେ ଯେ ଏହି ଡାଳିଯାତୀୟ ଖାଦ୍ୟ ଆମ ଏରିଆ ରେ ଲୁପ୍ତ ହୋଇ ଯାଉଥିବାବେଳେ ଆମେ ଏହାକୁ ବଞ୍ଚାଇବା ସହିତ ଅମେବି ବଞ୍ଚିବାଦରକାର. ଯେହେତୁ ହରଡ଼ ବା କାନ୍ଦୁଲ ଚାଷ ହେଉଛି ଆମ ଆଦିବାସୀ ପ୍ରଦୂଷିତ ଅଂଚଳର ସମ୍ପୃକ୍ତ ଚାଷ ବୋଲି ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ସରପଞ୍ଚ ଓ ସମିତି ସଭ୍ୟା ବୁଝାଇ କହିଥିଲେ. ଆଉ କହିଥିଲେଜେ ଏମାଙ୍କ ଭଳି ଆମ ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଏହି ହରଡ ଡାଲି ଚାଷ ରେ ସମସ୍ତ ଙ୍କୁ ସାମିଲ କରିବା ପାଈଁ ଦାବି କରିଥିଲେ l

Leave a Reply

Your email address will not be published. Required fields are marked *