ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ପାଳିତ

ଫୋକସ ପ୍ଲସ(ସୁନ୍ଦରଗଡ)04/08/2022: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଳିଶଙ୍କରା ବ୍ଲକ ରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃ୍ଷରୋପଣ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି |ବ୍ଲକ୍ ର ବିଭିନ୍ନ ସ୍ଥାନରେ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ବୃ୍ଷରୋପଣ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଅଛି |ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୌକଠ ନାଏକ ଙ୍କ ଏବଂ ଜିଲ୍ଲା ସଭାପତି ଦେବେନ୍ଦ୍ର ମାଝୀ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା |କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସୁତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ ଟପ୍ପୋ ମୁଖ୍ୟ ଅତିଥି, ବାଳିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷ କୁଞ୍ଜଲତା ଭିତ୍ରିଆ, ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତି ଏକ୍କ୍ ଏବଂ ବିନୋଦ କୁକୁର ସମ୍ୟନୀୟ ଅତିଥି ଭାବେ ଯୋଗଦେଇ ବୃ୍ଷରୋପଣ କରୀବା ସହ ତାଙ୍କ ସହ। ବ୍ଲକ ସଭାପତି କେଶବ ରଣା , ଯୁବ ସଭାପତି ରଞ୍ଜନ ସିଂ, ଦିଲ୍ଲୀପ ବାରିକ୍, ରଞ୍ଜନ ବେସନ, ଜେନା ମଣି କିଶାନ, କୁଷ୍ଣଚନ୍ଦ୍ର ବରୁଆ ଙ୍କ ସମେତ ବ୍ଲକ୍ ର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଯୋଗ ଦେଇଥିଲେ |

ସୁନ୍ଦରଗଡରୁ ଅଶୋକ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *