ଚୋରା ରେ ଚାଲୁଛି ଗୋ ଚାଲାଣ

ଚୋରା ରେ ଚାଲୁଛି ଗୋ ଚାଲାଣ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୧୨/୦୮/୨୦୨୨: ”ଲୁଚିଛି ନାଁ ଗୋଡ଼ ଦି’ଟା ଦିଶୁଛି” ନୀତିରେ ବେଧଡକ ଚାଲିଛି ଗୋ-ଚାଲାଣ | ଖୋଦ୍ ପୋଲିସ ର ନାକ ତଳେ ଚାଲିଛି ଗୋ-ଚାଲାଣ | ପୋଲିସ ସବୁ ଜାଣି ନଜାଣିଲା ପରି କରୁଛି ଅଭିନୟ | ଗୋ-ଚାଲାଣ ର ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ କର୍ମୀଙ୍କ ସହାୟତାରେ ଉଦ୍ଧାର ହେଲେ ୮୨ ଟି ମହିଁଷି। ଆଉ ଅନ୍ୟ ଗୋରୁ ମାନଙ୍କୁ ଅଡାଇ ନେଇ ନେଇଗଲେ ଗୋ ମାଫିଆ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପୋଖରୀ ନିକଟରେ ଦୀର୍ଘ ଦିନ ରୁ ଚାଲିଛି ଗୋ-ଚାଲାଣ | ପୋଲିସ ର ତଳ ଠୁ ତାଳିପା ଅଧୀକରୀ ଙ୍କ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ନିଧଡକ୍ ଆଉ ବେଧଡକ ରେ ଏଠି ଚାଲିଛି ଗୋ-ଚାଲାଣ | ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇ ସ୍ଥାନୀୟ ବାସିନ୍ଦା ଙ୍କ ସହ ବଜରଙ୍ଗ ଦଳ କର୍ମୀ ଙ୍କ ସହଯୋଗ ରେ ଉଦ୍ଧାର ହେଲେ ୮୨ ଟି ମହିଁଷି କୁ ଉଦ୍ଧାର କରିବା ସହିତ ଗୋରୁ ନେଉଥିବା ଦୁଇଟି କଣ୍ଟେନର ଟ୍ରକ୍ କୁ ଜବତ୍ କରିଛି ନିଶ୍ଚିନ୍ତକୋଇଲି ପୋଲିସ। |

ନିଶ୍ଚିନ୍ତକୋଇଲି ରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡା ଙ୍କ ରିପୋର୍ଟ୍ ଫୋକସ ପ୍ଲସ୍ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *