ସେଲ୍ଫି ନେବା ପଡିଲା ମହାଙ୍ଗା

ଫୋକସ ପ୍ଲସ(ଭୋଗରାଇ)୧୪/୦୮/୨୦୨୨: କଥାରେ ଅଛି ରଖେ ହରି ତ ମରିବ କିଏ, ପଶ୍ଚିମ ବଙ୍ଗ ର ଦିଘା ସମୁଦ୍ର ଢେଉ ର ଗାଧୋଇ ବା ସମୟରେ ସେଲ୍ଫି ବା ମହାଙ୍ଗା ପଡିଲା, ଅଳ୍ପକେ ବର୍ତ୍ତିଳା ପର୍ଯ୍ୟଟକ, ଯାହାର ଲିବେ ବିଡ଼ିଓ ପର୍ଯ୍ୟଟକ ମାନେ ଉଠୁଛନ୍ତି,ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଲଗୁଚାପ ଚାପ ଏବଂ ଉଚ୍ଚ ଜୁଆରର ମିଶ୍ରଣ ହେତୁ ସମୁଦ୍ର ତାର କରାଳ ରୂପ ଦେଖାଉ ଥିଲା | ପର୍ଯ୍ୟଟକ ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସସ ମନା କରି ଥିଲା, ମାତ୍ର ଏହି ସମୟରେ ଜଣେ ଯୁବକ ଜଣକ ସମୁଦ୍ର ର ଢେଉ ରେ ସେଲ୍ଫି ମଜା ନେବା ସମୟରେ ସମୁଦ୍ରରେ ପଡ଼ିଯାଇଥିଲେ। ପୋଲିସ ଓ ନାଗରିକ ପ୍ରତିରକ୍ଷା ପ୍ରତିନିଧୀ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ଦିଗା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ପଶ୍ଚିମ ମେଦିନୀପୁରର ଘାଟାଲରୁ 10 ଜଣ ସାଙ୍ଗମାନଙ୍କ ସହିତ ଶୁଭପ୍ରସାଦ ମଣ୍ଡଳ ଦିଘା ବୁଲିବା ପାଇଁ ଆସି ଥିଲେ ,1986 ରେ ଟାଟା ଚା ସେୟାର କିଣିବାବେଳେ ରାକେଶ ଝୁନ୍ଝୁନୱାଲା ତାଙ୍କର ପ୍ରଥମ ବଡ ଲାଭ ଅର୍ଜନ କରିଥିଲେ | ସେ ଟାଟା ଚା’ର 5000 ସେୟାର ମାତ୍ର 43 ଟଙ୍କାରେ କିଣିଥିଲେ ଏବଂ ପରେ ସେହି ଷ୍ଟକ୍ ତିନି ମାସ ମଧ୍ୟରେ 143 ଟଙ୍କାକୁ ବୃଦ୍ଧି ପାଇଲା | ସେ ତିନି ଗୁଣରୁ ଅଧିକ ଲାଭ କରିଥିଲେ। ପରବର୍ତ୍ତୀ ତିନିବର୍ଷରେ h ୁଞ୍ଜୁନୱାଲା 20-25 ଲକ୍ଷ ଟଙ୍କା ରୋଜଗାର କରିଥିଲେ।

ଭୋଗରାଇ ରୁ ହରିପଦ ଗିରି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *