ନିଜର ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି ବିଧାୟକ

ଫୋକସ ପ୍ଲସ(କୋରାପୁଟ)୧୭/୦୮/୨୦୨୨: ନିଜର ନିର୍ବାଚନ ମଣ୍ଡଳୀର ବିଭିନ୍ନର ଅଞ୍ଚଳ ବୁଲୁଛନ୍ତି ବିଧାୟକ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ବିଧାୟକ ରଘୁରାମ ପଡାଲଏବଂ ସମସ୍ୟା ର ସମାଧାନ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଉଛନ୍ତି ବିଧାୟକ ରଘୁରାମ ପଡାଲ. କୋରାପୁଟ ପୌରାଞ୍ଚଳ ର ଚାରି ନୁମ୍ବର ଓ ପାଞ୍ଚ ନୁମ୍ବର ୱାର୍ଡ ବୁଲି ପ୍ରତ୍ୟେକ ସମସ୍ୟା କୁ ଦେଖିବା ସହିତ ସାନିଟାରୀଶ ବ୍ୟବସ୍ଥା ଶୌଚାଳୟ, ଡ୍ରେନେଚଡ଼ ଗୁଡିକୁ ସୁଧାରିବା ସହ under constructions କାମ ଗୁଡିକୁ ଯଥାଶୀଘ୍ର ସାରିବା ପାଇଁ ଗୁରୁତ୍ୱ ଦେବା ସହିତ ବିପି କ୍ୟାମ୍ପ ଠାରୁ ଝରାଗୁଡା ପର୍ଯ୍ୟନ୍ତ ରାସ୍ତା କାମଶୀଘ୍ର ସାରିବା କୁ ଠିକାଦାର କୁ ନିର୍ଦେଶ ଦେଇଛନ୍ତି ଆଉ କୋରାପୁଟ ପୌରାଞ୍ଚଳ ର ବିଭିନ୍ନ ୱାର୍ଡ ବୁଲିବା ସମୟରେ ବିଧାୟକ ଶ୍ରୀ ରଘୁରାମ ପଡାଲ ଙ୍କ ସହିତ ଥିଲେ କୋରାପୁଟ ଚାରି ନୁମ୍ବର ୱାର୍ଡ ର କାଉନସିଲର ଆଶା କାଦ୍ରାକା, ଓ ପାଞ୍ଚ ନୁମ୍ବର ୱାର୍ଡ ର କାଉନସିଲର ମନୋଜ ସୁନାଏବଂ ପୂର୍ଣ୍ଣ ମହାନ୍ତି, ସୁକାନ୍ତ ପଟ୍ଟନାୟକ, ସୁନୀଲ ବାଗ, ପ୍ରକାଶ ଖୋସଲା ଓ ଈଶ୍ୱର ଆଲ୍ଲାଦା ଉପସ୍ଥିତ ରହିଥିଲେ ବିଧାୟକ ଶ୍ରୀ ରଘୁରାମ ପଡାଲ ଙ୍କ ଏହିପରି କାର୍ଯ୍ୟ ପାଇଁ ସବୁବେଳେ ନିଜର ନିର୍ବାଚନ ମଣ୍ଡଳୀରେ ଚର୍ଚାରେ ରହିଆସୁଥିବା ବିଧାୟକ ରଘୁରାମ ପଡାଲ ଙ୍କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରାଯଉଛି |

କୋରାପୁଟ ରୁ ସତ୍ୟନାରାୟଣ ମହାନନ୍ଦ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *