ଜବତ ହେଲା ମାଓ ସାମଗ୍ରୀ

ଫୋକସ ପ୍ଲସ(ଫୁଲବାଣୀ)୧୯/୦୮/୨୦୨୨:ପୁଣି କନ୍ଧମାଳ ପୋଲିସ କୁ ମିଳିଲା ସଫଳତା l ଗୋଛlପଡ଼l ଥାନା ଅନ୍ତର୍ଗତ ବlଲନ୍ଦlପଡ଼l ପଞ୍ଚାୟତ ର ସୁମଙ୍ଗୀ ଜଙ୍ଗଲ ରେ ଗତ 16.08.22 ରିଖ ଦିନ ଏସ୍ଓଜି ଓ ଡିଭିଫ୍ ର ମିଳିତ କୋମ୍ବିଂ ଅପରେସନ କରୁଥିବା ବେଳେ ସେଠାରେ ମାଓ ବାଦୀ ମାନେ ଗୋଟିଏ ଗୁମ୍ଫା ରେ ମାଓ ସମାଗ୍ରୀ ଲୁଚେଇ ରଖାଯାଇଥିଲା । ସୁରକ୍ଷା କର୍ମୀ ପୁଣି 17 ତାରିଖ ଦିନ ସର୍ଚ୍ଚ କଲାବେଳେ ଜଙ୍ଗଲ ରୁ ମାଓ ସମାଗ୍ରୀ ଯବତ୍ କରିଛନ୍ତି l ସେଠାରୁ ମେଡିସିନ୍, ମାଓ ପୋଷାକ , ଇଲେକ୍ଟ୍ରି ତାରା , ୱେବ୍ ବ୍ୟାଟେରୀ,ଗେଲଟିନେ ସ୍ଟିସିକ , ସେଫଟି ଫଉସେ , ବକ୍ସ ସିଲିଂ ତପେ , ଭଳି ଏମିତି ମାଓ ସାମଗ୍ରୀ ଜବତ କରିଛି କରିଛି l ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଚାଲିଥିବା ସୂଚନା ଦେଲେ କନ୍ଧମାଳ ଏସ୍ପି ବିନୀତ ଅଗରୱାଲ |

ଫୁଲବାଣୀ ରୁ କ୍ଷିତିଶ୍ ମଲିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *