ଭୁଲିଗଲେ ଗୋପବନ୍ଧୁ ମୁଖ୍ୟ ରାସ୍ତା

ଫୋକସ ପ୍ଲସ(ସତ୍ୟବାଦୀ)୦୮/୦୯/୨୦୨୨:ଏ ହେଉଛି ପୁରୀ ଜିଲ୍ଲା, ସତ୍ୟବାଦୀବ୍ଲକ ,ଜୟପୁର ଠାରୁ ସରଙ୍ଗଯୋଡି ବଜାର ଦେଇ ୩୩ନମ୍ବର ଯୋନ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ପୀଠକୁ ଏକ ମାତ୍ର ରାସ୍ତା, କିନ୍ତୁ ଆଜକୁ ଦଶ ବର୍ଷ ହେଲା ଏହି ରାସ୍ତା ଦେଇ ଯାଇଥିବା ନଦୀବନ୍ଧ ସିଡ଼ି ତଳ ତିଆରି ହେଉନାହିଁ ,ଏହି ଜାଗାର ମାତ୍ର୧୫୦ପୁଟ ଦୁରରେ ଜଳସମ୍ପଦ ବିଭାଗ ଦାଇତ୍ୱ ରେ ଥିବାରୁ ସେ କେବଳ ସିଡିଟି କାମ କରୁଛନ୍ତି ଓ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ବଜାର ର ଶେଷ ପର୍ଯ୍ୟନ୍ତ କାମ ହେଉଛି କିନ୍ତୁ ମାତ୍ର୫୦ପୁଟ ର ରାସ୍ତା ପାଇଁ କୋଉ ବିଭାଗ ରେ ଅର୍ଥ ନାହିଁ,, ଫଳରେ ଆଜିକୁ ବର୍ଷ ବର୍ଷ ଧରି ଏହି ବଜାର ମୁଣ୍ଡର ମୁଖ୍ୟ ରାସ୍ତା ଟି ଅକାମି ହୋଇ ପଡିଛି,, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା,5t ସଚିବ ,ମୋ ସରକାର, ଜିଲ୍ଲାପାଳ ପୁରୀ, ଙ୍କୁ ଅନୁରୋଧ ତୁରନ୍ତ ଏହି ରାସ୍ତା କୁ ମରାମତି କରି ଏହାର ସ୍ଥାଇ ସମାଧାନ କରନ୍ତୁ |

Leave a Reply

Your email address will not be published. Required fields are marked *