ଶିକ୍ଷୟିତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ଉପରେ ନିର୍ଘାତିଆ ମାଡ଼

ଫୋକସ ପ୍ଲସ(ମାଲକାନଗିରିରୁ)୧୫/୦୯/୨୦୨୨: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ସିବାନନ୍ଦ ହାଇସ୍କୁଲ ଦଶମ ଶ୍ରେଣୀ ର ଛାତ୍ରଙ୍କୁ କ୍ରୀଡା ଶିକ୍ଷୟତ୍ରୀଙ୍କ ମାଡ ପ୍ରତିବାଦରେ ଛାତ୍ର ଓ ଛାତ୍ରୀ ମାନେ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଅନୁଯାଇ କ୍ରୀଡ଼ା ଶିକୟତ୍ରୀ ଜଣଙ୍କ ଆଗରୁ ଅନେକ ଥର ପିଲାମାନଙ୍କୁ ମାଡ଼ ମାରିବା ସହ ଗାଳିଗୁଲୋଚ କରିଥିବା ଅଭିଯୋଗ ପ୍ରଧାନ ଶିକ୍ଷକ ଙ୍କ କରିଥିଲେ ମଧ୍ୟ କଣ ସି ଶିକ୍ଷତ୍ରିଙ୍କ କୋଣ ସି ପରିବର୍ତ୍ତନ ଦେଖିବାକୁ ମିଳୁନଥିଲା ଶେଷ ରେ ବାଧ୍ୟ ହୋଇ ଆଜି ପିଲାମାନେ ବିଦ୍ୟାଳୟ ଫାଟକ ଶମ୍ଭୁକ ବସିଥିଲେ ପ୍ରାୟ୧ ଘଣ୍ଟା ଧାରଣ ରେ ବସିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଆସି ପିଲାଙ୍କୁ ବୁଝା ସୁଝା କରିବା ସହିତ ପିଲାଙ୍କୁ କଥା ଦେଇଥିଲେ ଯେ ଶିକ୍ଷତ୍ରି ଙ୍କ ବିରୋଧ ରେ ଦୁଡ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯିବ ବୋଲି କହିବା ପରେ ପିଲା ଧାରଣା ଉଠିଥିଲେ ଓ ସ୍କୁଲ ଭିତର କୁ ଗଲେ ତେବେ ସରକାରଙ୍କ ଦଣ୍ଡ ମୁକ୍ତ ଅଞ୍ଚଳ ନିୟମ କୁ ଫୁ କରି କି ପରି ପିଲାମାନ ଙ୍କୁ ମାଡ଼ ମାରିବା ଭଳି ଦଣ୍ଡ ବାରମ୍ବାର ଦେଉଥିଲେ ମଧ୍ୟ କାହିଁକି ଶିକ୍ଷା ବିଭାଗ ଅଧିକାର ମାନେ ନିରବଦୋସ୍ଥା ସାଜିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ତେବେ ଆଜିର ଏହି ଘଟଣା ପରେ ଶିକ୍ଷା ବିଭାଗ କ୍ରୀଡା ଶିକ୍ଷତ୍ରି ଙ୍କ ବିରୋଧ ରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ହିଁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *